ନିଷ୍ଠା ପରିବାର ତରଫରୁ ଶବଦାହ ପାଇଁ ମାଗଣା ଜାଳେଣୀ କାଠର ବ୍ୟବସ୍ଥା
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହରରେ ବିଭିନ୍ନ ସମୟରେ ଶବଦାହ ପାଇଁ କାଠର ଅନେକ ଅସୁବିଧା ହୁଏ । ଗୋଟିଏ ପଟେ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇ ପରିବାର ବର୍ଗ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିବା ବେଳେ ଅନ୍ୟ ପଟେ ଶବଦାହ ପାଇଁ କାଠର ଚିନ୍ତା ବ୍ୟଥିତ କରେ । ନିଷ୍ଠା ପରିବାର ତରଫରୁ!-->…
Read More...
Read More...