Daily Archives

ପୂର୍ବତନ ଶିକ୍ଷା ମନ୍ତ୍ରୀ ରିପୁନାଥ ସେଠଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ଆଉ ନାହାନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠଙ୍କ ଆଜି ପରଲୋକ ହୋଇ ଯାଇଛି । ବରଗଡ଼ ଜିଲ୍ଲା ବରପାଲି ସହରର ନୂଆପଡା ଠାରେ ଜନ୍ମ ଗ୍ରହଣ କରିଥିବା କଂଗ୍ରେସ ନେତା ରିପୁନାଥ ସେଠଙ୍କ ବରପାଲିର ଏକ ଘରୋଇ ନର୍ସିଂହୋମରେ
Read More...

ନାଟ୍ୟଚକ୍ର ପକ୍ଷରୁ ସୁବର୍ଣ୍ଣପୁରଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଅଗ୍ରଣୀ ନାଟ୍ୟାନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ଆଜି "ବିଶ୍ୱ ନାଟ୍ୟ ଦିବସ" ସହ ନାଟ୍ୟଚକ୍ରର ସ୍ୱନକ୍ଷତ୍ର ଦିବସ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି । ନାଟ୍ୟଚକ୍ରର ପ୍ରତିଷ୍ଠାତା ମନୋଜ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ
Read More...

‘ଆମର୍ ବଲାଙ୍ଗିର’ ସେଲ୍‌ଫି ଜୋନ୍‌ର ରକ୍ଷଣା ବେକ୍ଷଣ ପ୍ରତି ଧ୍ୟାନ ଦିଆଯାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପୌରଞ୍ଚଳରେ ଥିବା ପାଟଣାଗଡ ରଡ ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ରୋଡ ସାମନାରେ ଥିବା 'ଆମର୍ ବଲାଙ୍ଗିର' ସେଲ୍‌ଫି ଜୋନ୍‌ର ରକ୍ଷଣା ବେକ୍ଷଣ ଠିକ୍‌ ଭାବରେ ହେଉନଥିବା ଅଭିଯୋଗ ହେଉଛି । ସେଲ୍‌ଫି ଜୋନ୍‌ରେ ଥିବା ଗଛ ତଥା ଘାସରେ
Read More...

ଯୋରନ୍ଦା ଫାଣ୍ଡି ଅଧିନସ୍ଥ ମହିମା ଗାଦି ନଡ଼ିଆ ପୋଖରୀରେ ଯୁବକଙ୍କ ମୃତଦେହ ଠାବ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକର ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ନଡ଼ିଆ ପୋଖରୀ ଭିତରୁ ଯୋରନ୍ଦା ଫାଣ୍ଡି ଅଧିକାରୀଙ୍କ ନେତୃତ୍ୱରେ ଏକ ମୃତଦେହ ଠାବ କରାଯାଇ ପୋଷ୍ଟମର୍ଟମ କରିବାକୁ ପଠାଯାଇଥିବା ସୂଚନା ମିଳିଛି । ମୃତକ ଜଣକ ଯୋରନ୍ଦା ମାଟିଆ ସାହିର ବ୍ୟକ୍ତି
Read More...

ଭାରସାମ୍ୟ ହରାଇ ବରଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ, ୭ ମୃତ ୪୫ରୁ ଅଧିକ ଆହତ

ଚିତ୍ତୁର : ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ବରଯାତ୍ରୀ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ତିରୁପତି ଏସ୍‌ପିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,
Read More...

ସମ୍‌ରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ଭୁବନେଶ୍ୱର, (ଶୁଶାନ୍ତ ସାହୁ) : ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । କୋଭିଡ୍‌ ସମୟରେ ଦେଶରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ଆକଳନ କରି ତାଲିକାଭୁକ୍ତ କରିବା ସହ ରୋଗର ନିରାକରଣ କରିବା ଏକ ଆହ୍ୱାନ ହୋଇଛି ।
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଗମ୍ଭାରୀଆ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତକ ଜଣକ ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଅନ୍ତର୍ଗତ ତଣ୍ଡ ଗ୍ରାମର ତ୍ରିଲୋଚନ ମହାନ୍ତଙ୍କ ପୁତ୍ର ଦିଗ୍ ବିଜୟ ମହାନ୍ତ ବୋଲି ଜଣାପଡିଛି ।
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୧୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ
Read More...

ସମାଜସେବୀଙ୍କ ହୃଦଘାତରେ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ-କୋଠବାଡ଼ ପଞ୍ଚାୟତ ଅନ୍ତର୍ଗତ ବଡ ଆଙ୍କୁଲା ଗ୍ରାମର ବାସିନ୍ଦା ତଥା ସମାଜସେବୀ ରାମଚନ୍ଦ୍ର ପ୍ରଧାନ(୬୨)ଙ୍କ ଶୁକ୍ରବାର ଅପରାହ୍ନରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ରାମଚନ୍ଦ୍ର ଅପରାହ୍ନରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ
Read More...

ଛତ୍ରପୁର ଅଧ୍ୟକ୍ଷା ହେଲେ ବିଜେପି ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନ

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରରେ ସହରରେ ଖୁସିର ଲହରୀ ଖେଳିଯାଇଛି । ଭାଜପା ବିଜୟ ବାନା ଉଡ଼ାଇଲା । ଛତ୍ରପୁର ଅଧ୍ୟକ୍ଷା ହେଲେ ବିଜେପି ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନ । ଛତ୍ରପୁର ସହରରେ ସନ୍ଧ୍ୟାରେ ବିଶାଳ ପଟୁଆରରେ ବିଭିନ୍ନ ବାଦ୍ୟଧ୍ୱନି ଓ ରୋଷଣୀରେ ସହର ପରିକ୍ରମା
Read More...