ଜଙ୍ଗଲରେ ଲାଗିଲା ନିଆଁ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧିନସ୍ଥ ଭୁଷଣ୍ଡପୁର ଫରେଷ୍ଟ ଅଧିନ ଖଜୁରୀଆ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି । ଏହି ନିଆଁ ମଧ୍ୟରେ ବହୁ ମୂଲ୍ୟବାନ ଗଛ ଓ ଚାରାଗଛ ସବୁ ଜଳିପୋଡି ପାଉଁଶ ହୋଇଯାଇଛି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ!-->…
Read More...
Read More...