Daily Archives

କଣ୍ଟେନର୍‌ ଭିତରୁ ୮୦ ଲକ୍ଷ ଟଙ୍କାର ମଦ ଜବତ ସହ ୩ ଗିରଫ

ଢେଙ୍କାନାଳ, (ତାପସ ଦାସ) : ଅରୁଣାଚଳ ପ୍ରଦେଶରୁ ଓଡ଼ିଶାକୁ ଚୋରାଚାଲାଣ ହୋଇ ଆସୁଥିବା ବେଳେ କଣ୍ଟେନର୍‌ ଭିତରୁ ୮୦ ଲକ୍ଷ ଟଙ୍କାର ମଦ ଜବତ କରି ଅବକାରୀ ବିଭାଗ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । କଣ୍ଟେନର୍‌ର ଉପର ପ୍ଲେଟ୍କୁ ଗ୍ୟାସ୍‌ କଟରରେ କାଟି କଣ୍ଟେନର ଭିତରୁ ଶହ ଶହ
Read More...

୭ ଲକ୍ଷର ଜାଲ୍ ନୋଟ୍ ଜବତ : ୨ ଗିରଫ

ଭୁବନେଶ୍ଵର, (ସୁଶାନ୍ତ ସାହୁ) : ରାଜଧାନୀରୁ ୭ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଥିବା ଜଣାପଡିଛି । ଖାରବେଳନଗର ଥାନା ଅଞ୍ଚଳରୁ ନକଲି ୨୦୦ ଟଙ୍କିଆ ନୋଟ୍ ଜବତ ସହ ନକଲି ନୋଟ୍ କାରବାର ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏନେଇ ଡିସିପି ଉମାଶଙ୍କର ଦାଶ ସୂଚନା
Read More...

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌ : ୫ ମୃତ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲା ଖମାର ଥାନା ଇଲାକାରେ ଏକ ଟ୍ରକ୍‌କୁ ଗୋଟିଏ କାର୍‌ ପଛପଟରୁ ଧକ୍କା ଦେବାରୁ ସେଥିରେ ଥିବା ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଉକ୍ତ ଯୁବକମାନେ ଖମାର ଥାନା ଅନ୍ତର୍ଗତ ଇଞ୍ଜିଡ଼ ଗାଁର ବୋଲି ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ ଜୋଙ୍କ ଥାନା ଅନ୍ତର୍ଗତ ସୁନସୁନିଆ ମହାମାୟ କଲେଜ ନିକଟରେ ଗତକାଲି ଅପରାହ୍ନରେ ଏକ କାର୍‌ (ସିଜି୦୬ଜିଏଫ-୨୭୫୩) ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ଆଜି ବରଗଡ଼ ଜିଲ୍ଲା ପାଇକମାଲ
Read More...

ମହିଳା ବିଶ୍ୱକପ୍‌ ୱାର୍ମଅପ୍‌ରେ ଭାରତ ଦ୍ୱାରା ୱେଷ୍ଟ୍‌ଇଣ୍ଡିଜ୍‌ ପରାସ୍ତ

ରାଙ୍ଗିଓରା : ବିଶ୍ୱକପ୍‌ ଖେଳିବା ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍‌ ଦଳ ‌ଅଭ୍ୟାସ ମ୍ୟାଚ୍‌ରେ ଦବ୍‌ଦବା ଦେଖାଇଛି । ଏପରିକି ଦୁଇଟିଯାକ ଅଭ୍ୟାସ ମ୍ୟାଚ୍‌ରେ ଚମତ୍କାର ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା‌କୁ ୨ ରନ୍‌ରେ ହରାଇଥିବା ଭାରତ ଗତକାଲି ଶେଷ ଅଭ୍ୟାସ
Read More...

ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ ଚୋକସୀଙ୍କ ଦେହାନ୍ତ

ଇନ୍ଦୋର : ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ ଚୋକସୀ (୮୩)ଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଆଜି ସକାଳ ୮ଟାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିବା ଜଣାପଡିଛି । ଆଜି ସନ୍ଧ୍ୟା ୫ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ରହିଛି ।
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୮୫କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ରହିଥିବା ବେଳେ ସୁନ୍ଦରଗଡ଼, ମୟୁରଭଞ୍ଜ, ଗଞ୍ଜାମ, କଟକ
Read More...

ଗତ ୨୪ ଘଣ୍ଟାରେ ୧,୩୦୦ରୁ ଅଧିକ ଭାରତୀୟଙ୍କୁ ୟୁକ୍ରେନରୁ ଅଣାଯାଇଥିବା ନେଇ ଟୁଇଟ୍‌ ଯୋଗେ ସୂଚନା ଦେଲେ ବୈଦେଶିକ…

ନୂଆଦିଲ୍ଲୀ : ଋଷର ଆକ୍ରମଣ ପରେ ୟୁକ୍ରେନର ସ୍ଥତି ଲଗାତର ଭୟାନକ ହେବାରେ ଲାଗିଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସଗରକାର ଜୋର୍‌ଦାର ପ୍ରୟାସ ଆରମ୍ଭ କରିଛନ୍ତି । ତେବେ ଭାରତ ଗତ ୨୪ ଘଣ୍ଟାରେ ୟୁକ୍ରେନରୁ ୧,୩୭୭ ଭାରତୀୟ ନାଗରିକଙ୍କୁ ଦେଶକୁ
Read More...

ଦେଶର କିଛି ସ୍ଥାନରେ ବର୍ଷା ସମ୍ଭାବନା : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ଶୀତର ବିଦାୟ ଓ ଗ୍ରୀଷ୍ମର ଆଗମନ ମଝିରେ ଦେଶର କିଛି ସ୍ଥାନରେ ପୁଣିଥରେ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ଅନୁସାରେ ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ଉପରେ ଏକ ଟ୍ରପଲାଇ ପଡ଼ିଛି । ଏହା ଦ୍ୱାରା ରାଜସ୍ଥାନ ଓ ଉତ୍ତର ଭାରତର କିଛି ସ୍ଥାନରେ ଆଜି ହାଲୁକା
Read More...

ରୁଷ-ୟୁକ୍ରେନ ମହାଯୁଦ୍ଧର ଆଜି ସପ୍ତମ ଦିନ, ୟୁକ୍ରେନ୍‌ରେ ଧ୍ୱଂସର ତାଣ୍ଡବ ଲୀଳା, ରୁଷର ଆର୍ଥିକ ସ୍ଥିତି ଦୋହଳିଲା

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । କିନ୍ତୁ ତାୱଡ଼ତୋଡ଼ ଆକ୍ରମଣ ପରେ ବି ରୁଷ ଏପର୍ୟ୍ୟନ୍ତ ୟୁକ୍ରେନକୁ କାବୁ କରିନାହିଁ । କିନ୍ତୁ ଏହି ଯୁଦ୍ଧରେ ରୁଷ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହେବାରେ ଲାଗିଛି । ରୁଷର ଅର୍ଥନୀତିରେ ପତନ ବର୍ତ୍ତମାନ ଜଳ ଜଳ ହୋଇ ଦିଶୁଛି ।
Read More...