Daily Archives

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ବଲାଙ୍ଗିର ଗସ୍ତ : ବିଭିନ୍ନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ କାର୍ଯ୍ୟଭାର ଗ୍ରହଣ ପରେ ଆଜି ପ୍ରଥମ କରି ବଲାଙ୍ଗିର ଗସ୍ତରେ ଆସି ପଶ୍ଚିମ ଓଡ଼ିଶା ବିକାଶ ପାଣ୍ଠିରେ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପର ସ୍ଥିତିର
Read More...

ପାରାଦୀପରେ କାଉ ମଡକ, ବାର୍ଡ ଫ୍ଲୁ ଆଶଙ୍କା : ବିଭିନ୍ନ ସ୍ଥାନରେ ମରି ପଡିଛନ୍ତି କାଉ

ପାରାଦୀପ, (ଶୁଭ୍ରାଶୁ ଶେଖର ପୃଷ୍ଟି) : ବିଗତ ଦୁଇରୁ ତିନିଦିନ ହେବ ପାରାଦୀପ ସହରର ବିଭିନ୍ନ ସ୍ଥାନରେ କାଉମାନେ ମରି ପଡିଥିବା ଦେଖିବାକୁ ମିଳିଛି । ସହରର ବଡପଡିଆ, ନୂଆବଜାର, ମଧୁବନ ଆଦି ଅଂଚଳରେ ଏହି କାଉମାନଙ୍କ ମୃତଦେହ ବିକ୍ଷିପ୍ତ ଭାବେ ପଡିଥିବା ଦେଖିବାକୁ ମିଳୁଛି । ଏହି କାଉ ମଡକ
Read More...

ବନ୍ଦର ଚିକିତ୍ସାଳୟରେ କୋଭିଡ୍‌-୧୯ ଟୀକାକରଣ ଅଭିଯାନ ଆରମ୍ଭ

ପାରାଦ୍ୱୀପ, (ଶୁଭ୍ରାଶୁ ଶେଖର ପୃଷ୍ଟି) : ସ୍ୱସ୍ଥ୍ୟ ସେବା ଓ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ପାରାଦ୍ୱୀପ ବନ୍ଦର ଚିକତ୍ସାଳୟ ଓ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍‌-୧୯ ଟୀକାକରଣ ଅଭିଯାନ ମଙ୍ଗଳବାର ଦିନ ଆରମ୍ଭ ହୋଇଛି । ଏହି ଅଭିଯାନକୁ ପାରାଦ୍ୱୀପ ବନ୍ଦର ଉପାଧ୍ୟକ୍ଷ
Read More...

ସରକାରଙ୍କ ବିଚିତ୍ର ନୀତି : ଗାଡିଭଡା କରି ୪୪ କି.ମି.ରୁ ବ୍ଲକକୁ ଆସିଲେ ବିଧବା ମହିଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅନଲାଇନ୍ ଜରିଆରେ ଭତ୍ତା ଆବେଦନ କଲେ ଭତ୍ତା ଯୋଗାଇ ଦେବାକୁ ଘୋଷଣା କରିଥିବା ରାଜ୍ୟ ସରକାରଙ୍କ ବ୍ଲକ ଅଧିକାରୀଙ୍କୁ ଗୁହାରି କରିବା ପାଇଁ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ସରେଇକେଲା ଗ୍ରାମ ପଞ୍ଚାୟତ ସରେଇକେଲା ଗ୍ରାମର କିଛି ବିଧବା ମହିଳା
Read More...

୭୨ ତମ ସାଧାରଣତନ୍ତ୍ର ଦିବସର ପ୍ରସ୍ତୁତି ବୈଠକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ ୨୦ ଜାନୁଆରୀ ୨୦୨୧ ଦିନ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଉପଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ କଟକଣାକୁ ଦୃ‌ଷ୍ଟିରେ ରଖି କେବଳ ଆରକ୍ଷୀ ବାହିନୀ, କୋଭିଡ ଯୋଦ୍ଧା, ଓ ପ୍ରାଶାସନିକ
Read More...

ଚୋରାଚାଲାଣ ବେଳେ ଧରିଲା ବନବିଭାଗ, ବିପୁଳ ପରିମାଣର ମୁଲ୍ୟବାନ କାଠ ଜବତ

ବଲାଙ୍ଗୀର, (କେପିଏନ୍‌ଏସ୍‌) : ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ଖଇର ଓ କୁଡ୍‌ଡୁ କାଠ ଜବତ ହୋଇଛି । ଚୋରା ଚାଲାଣ ବେଳେ ଧରିଛି ବଲାଙ୍ଗୀର ବନ ବିଭାଗ । ଡିଏଫଓ ସମୀର ଶତପଥୀଙ୍କ ନେତୃତ୍ବରେ ସାଲେଭଟା ଠାରେ ଗାଡି ଜବତ ସହ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଖବର ଅନୁଯାୟୀ, କଣ୍ଟାବାଞ୍ଜି
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ସହିତ ବଲାଙ୍ଗିର ନାଗରିକ କମିଟିର ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନବ ମନୋନିତ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ସହିତ ବଲାଙ୍ଗିର ନାଗରୀକ କମିଟିର ଏକ ପ୍ରତିନିଧି ଦଳ ବଲାଙ୍ଗିର ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସାକ୍ଷାତ ଆଲୋଚନା କରିଥିଲେ । ଆଜି ଅସିତ
Read More...

ଆସନ୍ତା ୩୧ ତାରିଖ ସୁଦ୍ଧା ଧାନ ଉଠେଇବାକୁ ଦାବୀ କଲା କଂଗ୍ରେସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜାତୀୟ କଂଗ୍ରେସ ଦଳ ପଦ୍ମପୁର ତରଫରୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କ କାର୍ୟ୍ୟ ପନ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ସମର୍ଥକ ମାନଙ୍କୁ ନେଇ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବସି ଆସନ୍ତା ୩୧
Read More...

ମଣ୍ଡିରୁ ଧାନ ଉଠୁନି : ଭୋକ ଉପବାସରେ ରାଜରାସ୍ତାରେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଝାରବନ୍ଧ, ଡ଼ଭା, ଲଉଡିଦରହା, ଜଗଦଲପୁର, ଅମଠି, ବିଳାସପୁର, କନ୍ଦାଡ଼ଙ୍ଗର ଧାନ ମଣ୍ଡିରେ ଚାଷୀଙ୍କ ଧାନ ଉଠୁନାହିଁ । କୁଇଣ୍ଟାଲ ପିଛା ୩ କିଲୋ ଧାନ କଟା ଯାଉଛି । ଚାଷୀଙ୍କୁ ଅଖା ଯୋଗାଇବା ନିୟମ ରହିଥିବା
Read More...

ବହ୍ନିକନ୍ୟାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବଦାନ୍ୟ ବନ୍ଧୁ ପକ୍ଷରୁ ଉପାନ୍ତ ଅଞ୍ଚଳରେ ଶୀତବସ୍ତ୍ର ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜୟନ୍ତୀ ପାଳନ ଅବସରରେ ଉପାନ୍ତ ଅଞ୍ଚଳରେ ଶୀତ ବସ୍ତ୍ର ବଣ୍ଟନ । ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ପକ୍ଷରୁ ଚଳିତ ବର୍ଷ ଉପାନ୍ତ ଅଞ୍ଚଳ ମାନଙ୍କୁ ଯାଇ ଅସହାୟ ବୟୋଜ୍ୟେଷ୍ଠ ଦିବ୍ୟାଙ୍ଗ ମାନଙ୍କୁ
Read More...