Daily Archives

ମନିଗାଁରେ ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ-ଜୁରାବନ୍ଧ ଓ ପାଇକପଡା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ମନିଗାଁ ଗ୍ରାମରେ ଥିବା ମଣିଶ୍ରୀ ଫୁଟବଲ କ୍ଲବ ପକ୍ଷରୁ ଚାଲିଥିବା ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ପଞ୍ଚମ ଦିନରେ ପହଂଚିଛି । ଆଜିର ପଞ୍ଚମ ଦିବସରେ ଅତିଥି ଭାବେ
Read More...

ସାଲେପାଲି ଗ୍ରାମମଙ୍ଗଳ ପାଠାଗାରର ବାର୍ଷିକ କ୍ରୀଡା ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉଦଘାଟନ ସମାରୋହରେ ଅନୁଷ୍ଠାନର ସଭାପତି ପ୍ରହଲ୍ଲାଦ ପଧାନ ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା
Read More...

ଏଇ ମାଟିର ସ୍ୱର ତରଫରୁ କବିତା ପାଠ ଉତ୍ସବ ଓ ବନ୍ଧୁ ମିଳନ

ଭୋଗରାଇ, (ଶିବନାରାୟଣ ପାତ୍ର ) : ସାରସ୍ୱତ ସାହିତ୍ୟ ସାଧନର ଅନନ୍ୟ ଅନୁଷ୍ଠାନ 'ଏଇ ମାଟିର ସ୍ୱର' ତରଫରୁ କବି ମାନଙ୍କ ଦ୍ୱାରା କବିତା ପାଠ ଉତ୍ସବ ଓ ବନ୍ଧୁ ମିଳନ ଭୋଗରାଇ ବ୍ଲକ୍ ଥାନା ଛକ ସ୍ଥିତ ଭରସା କାର୍ୟ୍ୟାଳୟ ପରିସରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ବିଶିଷ୍ଟ ସମାଜସେବୀ ତଥା ଭରସାର
Read More...

ୟୁଥ୍ ଏକ୍ସନ କମିଟିର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗୀର ୟୁଥ୍ ଏକ୍ସନ କମିଟିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଜେଆଇଟିଏମ କଲେଜ ପଛପଟେ କୋଭିଡ କଟକଣାକୁ ଆଖି ଆଗରେ ରଖି ନିଡାମ୍ବର ଭାବେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ଆଗାମୀ ବର୍ଷରେ ବଲାଙ୍ଗୀରର ହକ ପାଇଁ ଲଢେଇ ଜାରି
Read More...

ଲାୟନ୍ସ କ୍ଲବ ପକ୍ଷରୁ କୁଷ୍ଠାଶ୍ରମଠାରେ କମ୍ବଳ, ମାକ୍ସ ଓ ସାନିଟାଇଜର ବଣ୍ଟନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଲାୟନ୍ସ କ୍ଲବ ପକ୍ଷରୁ ଆଜି ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ବ୍ଳକ ଅଧୀନସ୍ଥ ଝାଇଯୋର କୁଷ୍ଠାଶ୍ରମଠାରେ ଅନୁଷ୍ଠାନ ପକ୍ଷରୁ ୨୩ ଖଣ୍ଡ କମ୍ବଳ, ମାକ୍ସ, ସାନିଟାଇଜର ବଣ୍ଟନ କରାଯାଇଥିଲା ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ମହିଳା ସମାଜସେବୀ ଜୟନ୍ତୀ ବେହେରା,
Read More...

ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଚୟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଅନୂକୁଳ୍ୟରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଚୟନ ଉପଲକ୍ଷେ ଅୟୋଜିତ କାର୍ୟ୍ୟକ୍ରମରେ ବଛା ଯାଇଥିବା ୭ଜଣ ଚାଷୀମାନଙ୍କ ଦ୍ୱାରା ନିଜସ୍ୱ ଅଭିଜ୍ଞତା ଓ ଜ୍ଞାନ କୈାଶଳ
Read More...

ଜାତୀୟ ସ୍ତର ଗୀତା ପାଠରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଣ୍ଟାବାଞ୍ଜିର କୃତିତ୍ୱ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ଗୀତା ପ୍ରଚାର ମଣ୍ଡଳ, ଭାରତ ଦ୍ୱାରା ଆୟୋଜିତ ହୋଇଥିବା ଜାତୀୟ ଗୀତା ପାଠ ପ୍ରତୀଯୋଗିତାରେ ସରସ୍ୱତୀ ଶିଶୁ ମନ୍ଦିର, କଣ୍ଟାବାଞ୍ଜିର ପଞ୍ଚମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସମେଷ୍ନା ପ୍ରିୟଦର୍ଶିନି ଗୁରୁ କନିଷ୍ଠ ବର୍ଗରେ ଦଶମ ସ୍ଥାନ ଅଧିକାର କରି
Read More...

କୋଭିଡ କଟକଣା ମଧ୍ୟରେ ପରମ୍ପରା ଅନୁସାରେ ଆସନ୍ତା ୧୯ରେ ହେବ ପ୍ରସିଦ୍ଧ ଶୁଲିଆ ଯାତ୍ରା : ପଡ଼ିବ ବଳି

ଦେଓଗାଁ, (ମନୀଷ କୁମାର ସାହୁ) : ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ ଦେଓଗାଁ ବ୍ଲକର ପ୍ରସିଦ୍ଧ ଶୁଲିଆ ଯାତ୍ରା । ସେଥିପାଇଁ ଚାଲିଛି ପସ୍ତୁତି । ଚଳିତ ବର୍ଷ କୋଭିଡ କଟକଣା ଭିତରେ ପରମ୍ପରା ଅନୁଯାୟୀ ପଡିବ ବଳି ବୋଲି ଦେହେରିଆମାନେ ମତ ପ୍ରକାଶ କରିଛନ୍ତି । ମଙ୍ଗଳବାର ଶୁଲିଆ ଖଳାରେ
Read More...

ଚାଷୀଙ୍କ ଦ୍ୱାରା ୨୪ ଘଣ୍ଟା ଧରି ଡିପ୍ ବୋରୱେଲ ଗାଡି ଓ ଜେଇ ଅଟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : " ବିଜୁ କୃଷକ ବିକାଶ " ଯୋଜନା ଅନୁଯାୟୀ ୪ଜଣ ଚାଷୀଙ୍କୁ ଗୋଟିଏ କ୍ଳସଟର ମାଧ୍ୟମରେ ଡିପବୋର ୱେଲ ଓ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବାର ଯୋଜନା ଗତ କିଛି ବର୍ଷ ଧରି ରାଜ୍ୟରେ ଚାଲିଛି । ଏଥି ପାଇଁ ପ୍ରତ୍ୟେକ ଚାଷୀ ରାଜ୍ୟର ଉଠା ଜଳ ସେଚନ ବିଭାଗକୁ ଅନଲାଇନ
Read More...

କୃଷି ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ କଦଳୀ ଚାଷକୁ ବୀମା ଭୁକ୍ତ କରିବା ପାଇଁ ଦାବୀ କଲେ ଚାଷୀ

ପ୍ରସ୍ତାବିତ କେବିକେ ଅଞ୍ଚଳର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବୀଦେଓଗାଁ, (ମନୀଷ କୁମାର ସାହୁ): କଦଳୀ ଚାଷ ଦେଖି ମୋର ଆଖି ପବିତ୍ର ହୋଇଗଲା, ଉପକୂଳ ଅଞ୍ଚଳରେ ବାତ୍ୟା ପାଇଁ ଏହି ଚାଷ ହେଉ ପାରୁ ନାହିଁ ପଶ୍ଚିମାଞ୍ଚଳରେ ଭଲ ହେଉଛି । କଦଳୀଠୁ ସୁଖା କଦଳୀ ପତ୍ରର ଚାହିଦା ଢେର ଅଧିକ
Read More...