Monthly Archives

August 2020

ସେପ୍ଟେମ୍ବର ମାସ ପାଇଁ ଗାଇଡ଼୍‌ ଲାଇନ୍‌ ଜାରି କଲେ ରାଜ୍ୟ ସରକାର : ହଟିଲା ରାତ୍ରୀକାଳୀନ କର୍ଫ୍ୟୁ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସେପ୍ଟେମ୍ବର ମାସ ପାଇଁ ଗାଇଡ଼୍‌ ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର । ଏଥର ରାତ୍ରୀକାଳୀନ କର୍ଫ୍ୟୁ ସଂପୂର୍ଣ୍ଣ ହଟିଥିବା ବେଳେ ସପ୍ତାହନ୍ତ ସଟ୍‌ଡାଉନ୍‌ ରାଜ୍ୟରେ ଆଉ ହେବନି ବୋଲି କହିଛନ୍ତି । ସ୍କୁଲ କଲେଜ ଆସନ୍ତା ପୂଜାଛୁଟି ଯାଏଁ ବନ୍ଦ ରହିଲେ
Read More...

ରାସ୍ତା ଦୁର୍ଘଟଣା : ୨ ମୃତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସୁବର୍ଣ୍ଣପୁର - ବିନିକା ରାସ୍ତାର କବାଟତଲେଇ ଛକ ନିକଟରେ ଆଜି ପୂର୍ବାହ୍ନରେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଦୁଇଟି ବାଇକର ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଘଟଣା ସ୍ଥଳରେ ଜଣେ ମୃତ୍ୟୁବରଣ
Read More...

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ

ତୁରେକେଲା, (କୈଳାଶ ସଗରିଆ) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଳକରେ କାର୍ୟ୍ୟରତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୋଳାନାଥ କୁମ୍ଭାର ଷାଠିଏ ବର୍ଷ ଚାକିରୀ କାଳ ପୂରଣ କରି ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ସୁଦୂର ମାଲକାନଗିରିରୁ ବଦଳି ହୋଇ ତୁରେକେଲା ବ୍ଳକରେ ଯୋଗଦାନ କରିଥିଲେ ।
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ପୌର ପରିଷଦ ସମେତ ବିନିକା ଓ ତରଭା ବିଜ୍ଞାପିତ ଅଂଚଳ ପରିଷଦରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁର ପୌର ପରିଷଦ କାର୍ୟ୍ୟାଳୟରେ ପାଳିତ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ପି.ଡି, ଡି.ଆର.ଡି.ଏ ଡୋଳାମଣି ପଟେଲ
Read More...

ସ୍ୱାୟତ୍ତ ଶାସନ ଦିବସରେ ପୌର ନିର୍ବାଚନ ପାଇଁ ଦାବୀ କଲା ସମ୍ବଲପୁର ବିଜେପି

ସମ୍ବଲପୁର, (ଦାମୋଦର ପଣ୍ଡା) : ସ୍ୱାୟତ୍ତ ଶାସନ ଦିବସରେ ସମ୍ବଲପୁର ମହାନଗର ନିଗମର ନିର୍ବାଚନ ଦାବୀ କଲା ବିଜେପି । ଏକ ପ୍ରେସ ବିଜ୍ଞପ୍ତିରେ ବିଜେପି କହିଛି ଯେ, ସ୍ୱାୟତ୍ତ ଶାସନ ଦିବସରେ ସମ୍ବଲପୁର ମହାନଗର ନିଗମରେ ନା ଅଛି ସ୍ୱାୟତ୍ତତା ନା ଅଛି ସୁଶାସନ । ମହାନଗର ନିଗମ ଘୋଷଣା ହେବା
Read More...

ସ୍ୱାମୀଙ୍କ ମୃତ୍ୟୁର ୧୦ବର୍ଷ ପରେ ବି ଅବହେଳିତ ବିଧବା : ରାସନ କାର୍ଡ, ଭତ୍ତା ଏବଂ ପରିବାର ମଂଗଳ ଯୋଜନା ସହାୟତାରୁ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ପଂଚାୟତ ଦାବିରି ଗାଁର ଭୁଲେଶ୍ୱରୀ ମଲ୍ଲିକ(୪୭) । ସ୍ୱାମୀ ଶ୍ରୀଧର ମଲ୍ଲିକ ୨୦୧୦ ମସିହାରେ ଆରପାରିକୁ ଚାଲି ଗଲେ । ସ୍ୱାମୀର ମୃତ୍ୟୁ ପରେ ନିଜର ଗୋଟିଏ ପୁଅ ଓ ଦୁଇ ଝିଅଙ୍କୁ ନେଇ ସଂସାର । ଜମି ବାଡି କହିଲେ ଏକ
Read More...

ପ୍ରଣବ ମୁଖାର୍ଜୀଙ୍କ ପରଲୋକ : ନରସିଂହଙ୍କ ଶୋକବ୍ୟକ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶର ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ନିଧନରେ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଭୀର ଶୋକବ୍ୟକ୍ତ କରିଛନ୍ତି । ନିଜ ଶୋକବାର୍ତ୍ତାରେ କହିଛନ୍ତି ଯେ, ପ୍ରଣବ ଦା’ଙ୍କ ନିଧନ ଯୋଗୁଁ ଦେଶ ଏକ ବଡ
Read More...

ଅବସର ନେଲେ ସଚ୍ଚିଦାନନ୍ଦ ହନୁମାନ (ଓ.ପ୍ର.ସେ.)

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଚ୍ଚିଦାନନ୍ଦ ହନୁମାନ, ଓ.ପ୍ର.ସେ. ଚାକିରୀରୁ ଅବସରରେ ନେଇଥିବା ବେଳେ କଲେକ୍‌ଟୋରିଏଟ୍‌, ବଲାଙ୍ଗିରରେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲାପାଳ ଅରବିନ୍ଦ ଡାକୁଆ ତାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ତାଙ୍କ ପରବର୍ତ୍ତୀ
Read More...

ଅବସର ନେଲେ ରାଜ୍ୟ ପୁରସ୍କାରପ୍ରାପ୍ତ ଫରେଷ୍ଟ ରେଞ୍ଜର ବାସୁଦେବ ନାଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ ଫରେଷ୍ଟ ରେଞ୍ଜର ବାସୁଦେବ ନାଥ ନିଜର ଦୀର୍ଘ ଦିନର କର୍ମମୟ ଜୀବନରୁ ଅବସର ନେଇଛନ୍ତି । ବଲାଙ୍ଗିର କଦଳୀମୁଣ୍ଡା କେନ୍ଦ୍ରୀୟ ନର୍ସରୀ ଠାରେ ଓଡିଶା ବନସେବା-୧ ସମୀର କୁମାର ଶତପଥୀଙ୍କ ସଭାପତିତ୍ୱରେ ଓ ଶାନ୍ତନୁ କୁମାର ପଣ୍ଡାଙ୍କ ସଂଯୋଜନାରେ
Read More...

ବଲାଙ୍ଗିର ପୌରପରିଷଦ ପକ୍ଷରୁ ନିଖିଲ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖିଲ ଭାରତ ସ୍ୱାୟତ୍ତ ଶାସନ ଦିବସ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ପାଳନ ହୋଇଯାଇଛି । ସରକାରଙ୍କ କୋଭିଡ-୧୯ର ନିୟମକୁ ଅନୁସରଣ କରି ବଲାଙ୍ଗିର ପୌରପରିଷଦ ସ୍ୱାୟତ୍ତ ଶାସନ ଦିବସକୁ ନିରାଡମ୍ଭର ଭାବେ ପାଳନ କରାଯାଇଛି । ଏହି ଦିବସରେ ବଲାଙ୍ଗିର ଜିଲ୍ଲାପାଳ ତଥା
Read More...