Browsing Tag

rayagada news

ନକଲି ମଦ ଚୋରା ଚାଲାଣ ବେଳେ ଗଛକୁ ପିଟିଲା ବୋଲେରୋ : ଡ୍ରାଇଭର ମୃତ, ସହଯୋଗୀ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପଲମା ପଞ୍ଚାୟତର କୁସବେଟି ଓ ସାତବିଶି ମଝି ବୁଲାଣି ରାସ୍ତା ନିକଟରେ ନକଲି ମଦ ଚୋରା ଚାଲାଣ ବେଳେ ଗଛକୁ ପିଟିଲା ବୋଲେରୋ । ସୂଚନା ମୁତାବକ ଦୀପାବଳି ଚାଲିଥିବା ବେଳେ ବେପାରୀମାନେ ଏହାର ସୁଯୋଗ ନେଇ ବେଆଇନ
Read More...

ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଗାଁକୁ ରାସ୍ତା ନଥିବାରୁ ଖଟିଆରେ ୫ କି.ମି. ବୁହାହେଲେ ରୋଗୀଣା ବୃଦ୍ଧା । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କଡିପାରୀ ପଞ୍ଚାୟତର ଭେଜାପଦର ଗ୍ରାମରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଜାମୁ ମାଝୀଙ୍କର
Read More...

ଜଗନ୍ନାଥ ମନ୍ଦିର ନିକଟରେ ଥିବା ଦୋକାନରେ ବାଣ ଫୁଟି ଅଗ୍ନିକାଣ୍ଡ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ବାଣ ଫୁଟି ଦୋକାନରେ ଅଗ୍ନିକାଣ୍ଡ । ରାୟଗଡ ସହର ମହକୁମା ଜଗନ୍ନାଥ ମନ୍ଦିର ନିକଟସ୍ଥ ସାଇକୃପା ପେଟ୍ରୋଲ ପମ୍ପ ନିକଟରେ ରହିଥିବା ସନ୍ତୋଷ ପାନ ଦୋକାନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ ନିକଟରେ ଥିବା ପେଟ୍ରୋଲ ପମ୍ପରୁ ଖୁଚୁରା
Read More...

ସାଂସଦ ଓ ବିଧାୟକ ମୁନିଗୁଡ଼ା ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ମୁନିଗୁଡା ବ୍ଲକ ଗସ୍ତରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା । ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି ଶ୍ରୀ ଉଲାକା । ପ୍ରଥମେ ତାଙ୍କୁ ଦଳ ତରଫରୁ ସ୍ୱାଗତ କରାଯାଇଥିଲା ପରେ ସେ ବସ୍‌ଷ୍ଟାଣ୍ଡ ଛକ ନିକଟରେ ଥିବା ସହୀଦ ଲକ୍ଷ୍ମଣ
Read More...

୪ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଟିକିରି ଥାନା ଅନ୍ତର୍ଗତ କଡିଙ୍ଗା ଗ୍ରାମର ଦିବ୍ୟାଙ୍ଗ ରାମ ସାହୁଙ୍କ ଘରୁ ଗତ ସେପ୍ଟମ୍ବର୨୧ ତାରିଖରେ ଘରର ଆଜବେଷ୍ଟର ଭାଙ୍ଗି ଦିବ୍ୟାଙ୍ଗ ଦମ୍ପତିଙ୍କ ହାତଗୋଡ ବାନ୍ଧି ଟଙ୍କା, ସୁନା ସହ ମୋବାଇଲ ଚୋରି କରି ନେଇଥିଲେ । ସେହିପରି ଭାବେ ଗତ
Read More...

ଜିଲ୍ଲା ଆଦିବାସୀ ସମାଜର ଜରୁରୀ ବୈଠକ ଅନୁଷ୍ଠିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହର ସ୍ଥିତ ହୋଟେଲ ତେଜସ୍ଵୀ କନ୍‌ଫରେନ୍ସ ହଲ୍‌ରେ ଜିଲ୍ଲା ଆଦିବାସୀ ସମାଜ ତରଫରୁ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ଼ ବ୍ଲକ ଓ ମ୍ୟୁନିସିପାଲଟି ବାସିନ୍ଦା ଆଦିବାସୀ ଯୁବକ, ବୁଦ୍ଧିଜୀବୀ ଏବଂ ଛାତ୍ରମାନେ ଯୋଗ ଦେଇଥିଲେ ।
Read More...

ଚଳନ୍ତା ପେପର ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଭାତପୁର ପଞ୍ଚାୟତର ପୁଟୁରୁଗୁଡା ଗ୍ରାମର ମୁଖ୍ୟ ରାସ୍ତା ନିକଟରେ ପେପର ବୋଝେଇ ଟ୍ରକ୍‌ ନମ୍ବର ଓଡ଼ି -୧୮ -ଏମ୍‌-୧୭୮୯ ଜେ. କେ. ପୁର ଠାରୁ ରାଞ୍ଚି ଅଭିମୁଖେ ଯାଉଥିବା ସମୟରେ ଚଳନ୍ତା ଗାଡିରେ ସଟ୍‌ ସର୍କିଟ ଯୋଗୁ
Read More...

ଜିଲ୍ଲାପାଳଙ୍କ କଲ୍ୟାଣସିଂହପୁର ଗସ୍ତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କଲ୍ୟାଣସିଂହପୁର ବ୍ଲକରେ ଜିଲ୍ଲାପାଳ ପାରୂଲ ପାଟୱାରୀଙ୍କ ଗସ୍ତ କରିଥିବା ଜଣାପଡିଛି । ଜିଲ୍ଲାପାଳ ଗସ୍ତ ସମୟରେ କଲ୍ୟାଣସିଂହପୁର ସଦରରେ ଥିବା ଆଦର୍ଶ ବିଦ୍ୟାଳୟରେ ପରିଦର୍ଶନ ବେଳେ ବିଦ୍ୟାଳୟର ସମସ୍ତ ପ୍ରକାର ଅନୁସନ୍ଧାନ କରିଥିଲେ । ଏହାପରେ
Read More...

ସଟର ତାଡି ଚୋରି ଘଟଣାର ପର୍ଦ୍ଦାଫାସ : ୨ ଗିରଫ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହର ଅଶୋକ ଟକିସ୍ କମ୍ପ୍ଲେକ୍ସ ସିରିଡ଼ି ସାଇ ହାର୍ଡୱେର ଦୋକାନରେ ଗତ ଅକ୍ଟୋବର ୧୬ ତାରିଖରେ ସଟର ତାଡି ଚୋରି ଘଟଣାର ପର୍ଦ୍ଦାଫାସ କରିଛି ରାୟଗଡ ପୋଲିସ । ଦୋକାନ ଟଙ୍କା ବାକ୍ସରୁ ପ୍ରାୟ ୩୦ ହଜାର ଟଙ୍କା ସହ ସିସିଟିଭି କ୍ୟାମେରାର
Read More...

ପରିବେଶ ସୁରକ୍ଷାକୁ ନେଇ ସ୍କୁଲ ଛାତ୍ରଛାତ୍ରୀଙ୍କ ସଚେତନତା ରାଲି

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହର ସାଇପ୍ରିୟା ନଗର ସ୍ଥିତ ଏନ୍‌ଭିଆର୍‌ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଶ ସୁରକ୍ଷାକୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ରାୟଗଡା ସହର ଉତ୍ତପ୍ତ ହେଉଥିବା ବେଳେ ଅଧିକରୁ ଅଧିକ ଗଛ ଲଗାଇବାର
Read More...