Browsing Tag

loisingha news

ଫାଇଭ୍‌ ଟି ସଚିବଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ଅଗଷ୍ଟ ୬ରେ ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନଙ୍କ ଲୋଇସିଂହା ଗସ୍ତ ନେଇ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ସକାଳ ୧୦ ଟାରେ ହେଲିକେପ୍ଟର ଯୋଗେ ସେ ଲୋଅର ସୁକତେଲ ଡ୍ୟାମ ସାଇଟରେ ପହଞ୍ଚି ଡ୍ୟାମ ତଥା ସ୍ପିଲୱେ କାର୍ଯ୍ୟର ସମୀକ୍ଷା କରିବେ ।…
Read More...

ମିଲେଟ ଚାଷ ସମ୍ୱନ୍ଧୀୟ ତାଲିମ ଓ ବିହନ ବଣ୍ଟନ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନୁନିଆପାଲି ପଞ୍ଚାୟତର ପାଣ୍ଡେସରା, ନଅଗାଁ (ଖ ) ଓ ବଡ଼ଟିକା ଗ୍ରାଁରେ ପଲ୍ଲୀ ଆଲୋକ ପାଠାଗାର ତରଫରୁ ମିଲେଟ ଚାଷ ଉପରେ ତାଲିମ ଓ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ଚାଷୀ ହାଇବ୍ରିଡ଼ ବିହନ ସାଙ୍ଗକୁ ରାସାୟନିକ…
Read More...

ଚେଇଁ ଶୋଇଛି ଲୋଇସିଂହା ବିଜୁଳି ବିଭାଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ବିଦ୍ୟୁତ ଡିଭିଜନ ଅନ୍ତର୍ଗତ ଲୋଇସିଂହା ବିଦ୍ୟୁତ ସେକ୍ସନ ବହୁବିଧ ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଛି । ସ୍ଥାନୀୟ ସେକ୍ସନ ଅଫିସକୁ ବିଭାଗୀୟ ଯନ୍ତ୍ରୀ ଦିନ ୧୨ଟା ପୂର୍ବରୁ କେବେ ଆସୁନଥିବା ଅଭିଯୋଗ ହେଉଛି । ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ…
Read More...

ନୂତନ ଯୁବ କଂଗ୍ରେସ ସଭାପତି ହେଲେ ଗଣେଶ ସାହୁ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସର ନୂତନ ସଭାପତି ଭାବେ ଗଣେଶ କୁମାର ସାହୁ ବିପୁଳ ଭୋଟରେ ନିର୍ବାଚିତ ହୋଇଥିବା ଜଣାପଡିଛି । ଏହି ଅବସରରେ ଅନୁଷ୍ଠିତ ମତଦାନ ପ୍ରକ୍ରିୟାରେ ମୋଟ ୫୬୧୧ ଖଣ୍ଡ ଭୋଟ ପାଇ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦିଙ୍କୁ ପ୍ରାୟ ୧୯୯୦ ଟି…
Read More...

ଫୁଲୁଛି ସୁକତେଲ ନଦୀ, ଜନବସତି ମୁହାଁ ପାଣି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଫୁଲୁଛି ସୁକତେଲ ନଦୀ । ଜନବସତି ମୁହାଁ ପାଣି । ଗଡଶଙ୍କର ଡୁଙ୍ଗୁରିପାଲିବାସୀ ଆତଙ୍କିତ । ରାତିସାରା ଜଗୁଛି ପ୍ରଶାସନ । ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପର ପାଣି ଫୁଲି ଯାଇଛି । ଉପରମୁଣ୍ଡରେ ଥିବା ମାୟାବତୀ ନଦୀର ପାଣି ଏହି ନଦୀରେ ମିଶିବା ପରେ ଜଳସ୍ତର…
Read More...

ୱାର୍ଡ ସଭ୍ୟାଙ୍କ ଆକ୍ରମଣରେ ବୃଦ୍ଧା ଗୁରୁତର : ଥାନାରେ ମାମଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ୱାର୍ଡ ସଭ୍ୟାଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ବୃଦ୍ଧା । ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଧିନସ୍ଥ ବୁଢ଼ୀପଦର ପଂଚାୟତର ପିପିଲିପାଲି ଗାଁରେ । ପିପିଲିପାଲିର ୱାର୍ଡ ସଭ୍ୟା ସବ୍ୟ ମହାକୁଡ ବୟସ(୪୦) ପୂର୍ବ ଶତ୍ରୁତାକୁ…
Read More...

ଗଞ୍ଜେଇ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କଲା ଲୋଇସିଂହା ଅବକାରୀ ବିଭାଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଲୋଇସିଂହା ଅବକାରୀ ବିଭାଗ ହାତରେ ଗଞ୍ଜେଇ ଚାଲାଣକାରୀମାନେ ଧରାପଡିଛନ୍ତି । ଅଭିଯୁକ୍ତମାନେ ହେଲେ ଜାମୁଟ ଗ୍ରାମର ଦେବେନ୍ଦ୍ର ସାହୁ, ସିଦ୍ଧେଶ୍ୱର ସାହୁ ଓ ବିହାର ରାଜ୍ୟର ସଲିମ ରିୟାଉଦ୍ଦିନ ଅଲି । ଏକ…
Read More...

ଉପରବାହାଲ ଗାଁରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଉପରବାହାଲ ଗ୍ରାମର ଯୁବ କଲ୍ୟାଣ ଯୁବକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଖେଳପଡିଆ ଓ ଗୋଚର ଜମିରେ ବୃକ୍ଷ ରୋପଣ କରାଯାଇଛି । ସଙ୍ଘର ସଦସ୍ୟମାନଙ୍କ ଉଦ୍ୟମ କ୍ରମେ ପ୍ରାୟ ୧୭୨ଟି ବିଭିନ୍ନ ଚାରାଗଛ ଲଗାଯାଇଥିଲା । ସଦସ୍ୟ ଆନନ୍ଦ ବିଶ୍ଵାଳ, ମହାଦେବ…
Read More...

କେଉଁଟିପାଲି ହାଇସ୍କୁଲ ୫ଟି ରୂପାନ୍ତରଣ କାମକୁ ବନ୍ଦ କଲେ ଗ୍ରାମବାସୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ପଂଚାୟତ ଅନ୍ତର୍ଗତ କେଉଁଟିପାଲି ସ୍ଥିତ ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟର ୫ଟି ରୂପାନ୍ତରଣ କାର୍ଯ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହିତ କାମ ବନ୍ଦ କରି ଦେଇଛନ୍ତି । ଲୋଇସିଂହା ପଂଚାୟତ ସମିତି ନାମରେ କାର୍ଯ୍ୟାଦେଶ…
Read More...

ଦଧିବାମନ ଜଗନ୍ନାଥ ମନ୍ଦିର ଜମିକୁ ନେଇ କନ୍ଦାଜୁରୀ ଗ୍ରାମରେ ଉତ୍ତେଜନା : ଗଣ୍ଡଗୋଳରେ ଜଣେ ଆହତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା କନ୍ଦାଜୁରୀ ଗ୍ରାମରେ ଥିବା ଦଧିବାମନ ମହାପ୍ରଭୁଙ୍କ ଜମିକୁ ନେଇ ପୂଜକ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପୂଜକ ପରିବାରଙ୍କ ଆକ୍ରମଣରେ ଜଣେ ଗ୍ରାମବାସୀ ଆହତ ହେବା ପରେ ଗ୍ରାମରେ ଉତ୍ତେଜନା…
Read More...