Browsing Tag

bargarh news

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରୋଡ଼ ସୋ : ଶତାଧିକ କର୍ମୀ ସାମିଲ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଥମ ଥର ନିର୍ବାଚନ ଅନୁଷ୍ଠିତ ହେଉଛି । ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୧ଟି ୱାର୍ଡ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଗତକାଲି ନିର୍ବାଚନ ପ୍ରଚାରର ଶେଷ ଦିନରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ
Read More...

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଆର୍‌ଏସ୍‌ଇଟିଆଇର ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବରଗଡ଼ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ (ଆର୍‌ଏସ୍‌ଇଟିଆଇ) ଗ୍ରାମ୍ୟ ଆତ୍ମ ନିର୍ଭରଶୀଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ
Read More...

ସମନ୍ଵିତ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ଚକରାମାଲ ଗ୍ରାମଠାରେ ଆଜି ଏକ ଅଣସଂକ୍ରମଣ ରୋଗ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଭୁକ୍ତା ଏବଂ ଜଙ୍ଗଲ ବିଭାଗ ଚକରାମାଲ ଦ୍ବାରା ଆୟୋଜିତ ଏହି ଶିବିରକୁ ଅମ୍ଭାଭୋନା ବ୍ଲକ ଅଧ୍ୟକ୍ଷ
Read More...

ସଂଘର୍ଷ ଓ ସମର୍ପଣ ହିଁ ମଣିଷକୁ ସମାଜରେ ପରିଚୟ ଦେଇଥାଏ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସଂଘର୍ଷ ଓ ସମର୍ପଣ ହିଁ ମଣିଷକୁ ସମାଜରେ ନିଜର ପରିଚୟ ଦେଇଥାଏ ବୋଲି ଆଜି ସ୍ଥାନୀୟ ଟାଉନ ହଲଠାରେ ଗାନ୍ଧୀ ସ୍ମୃତି ପାଠାଗାର ବରଗଡ ପକ୍ଷରୁ ଆୟୋଜିତ ସ୍ଵର୍ଗତ ପଦ୍ମଶ୍ରୀ ଡ. କୃତାର୍ଥ ଆଚାର୍ଯ୍ୟଙ୍କ ୧୨୩ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ମୁଖ୍ୟ ଅତିଥି
Read More...

ନିଷ୍ଠା ପରିବାର ଓ ସାଲେପାଲି ଯୁବଗୋଷ୍ଠୀର ମିଳିତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ କିଛି ପରିମାଣରେ ଦୂର କରିବା ପାଇଁ ନିଷ୍ଠା ପରିବାରର ପ୍ରୟାସ ।ସାଲେପାଲି, ରେଶମ, ଭେଡେନ, ବରଗଡ ଠାରେ ନିଷ୍ଠା ପରିବାର ଓ ସାଲେପାଲି ଯୁବ ଗୋଷ୍ଠୀର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ସାଲେପାଲି
Read More...

ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ସ୍ଵତନ୍ତ୍ର ସ୍ପୋର୍ଟସ ଷ୍ଟାର ଏସ୍‌ ଆୱାର୍ଡ଼

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଅତାବିରା ମାଟିର ସୁପୁତ୍ର ତଥା ଆନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ଖେଳାଳୀ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ସ୍ପୋର୍ଟସ ଷ୍ଟାର ଏସ୍‌ ଆୱାର୍ଡ଼ ସମାରୋହରେ ବିଶେଷ ଉଲ୍ଲେଖ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଗତକାଲି ମୁମ୍ବାଇଠାରେ ଆୟୋଜିତ ଏକ
Read More...

ଡ.ଇତି ସାମନ୍ତଙ୍କୁ ନିଷ୍ଠା ପରିବାର ତରଫରୁ ସମ୍ବର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ନିଷ୍ଠା ପରିବାର ପକ୍ଷରୁ ଖଣ୍ଡହତା ସ୍ଥିତ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜ ସେବୀ, ସୁସାହିତ୍ୟିକା ତଥା କାଦମ୍ବିନୀ ପତ୍ରିକାର ସମ୍ପାଦିକା ଡଃ ଇତିରାଣୀ ସାମାନ୍ତଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆୟୋଜିତ
Read More...

ଘେଁସ ଅଭିମନ୍ୟୁ ସାହିତ୍ୟ ସଂସଦ ପକ୍ଷରୁ ମେଲନ ମେସନ ୨୦୨୨

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସହୀଦ ତୀର୍ଥ ପୀଠ ଘେଁସ ଠାରେ ଅଭିମନ୍ୟୁ ସାହିତ୍ୟ ସଂସଦ ପକ୍ଷରୁ ଗତକାଲି ମେଲନ ମେସନ ୨୦୨୨ ଆୟୋଜିତ ହୋଇଯାଇଛି । ସଂସଦର ସଭାପତି ଅଶୋକ କୁମାର ପୁଝାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ
Read More...

ଶାନ୍ତି ତପୋବନ ଆଶ୍ରମରେ ବସନ୍ତ ମିଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସଂଯୁକ୍ତ ଯୁବ ସଂଗଠନ ଦ୍ୱାରା ପରିଚାଳିତ ଶାନ୍ତି ତପୋବନ ଆଶ୍ରମଠାରେ ବସନ୍ତ ମିଳନ ଓ ଫାଲଗୁନ ମହୋତ୍ସବ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଆଶ୍ରମ ପରିସରରେ ତିନି ଦିନ ଧରି ଚାଲିଥିବା ଏହି ମହୋତ୍ସବ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ମହିଳା ଓ ଶିଶୁ ବିକାଶ
Read More...

ତୁରୁଙ୍ଗାରେ ଚବିଶ ପ୍ରହରୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଳକ ଅନ୍ତର୍ଗତ ତୁରୁଙ୍ଗା ଗାଁରେ ଚବିଶ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗାଁର ଶତାଧିକ ଭକ୍ତ ପ୍ରଥମେ ଗାଁ ପୋଖରୀ ତାଲ ମୃଦଙ୍ଗର ତାଲେ ତାଲେ ପୂର୍ଣ୍ଣ କଲସୀ ଆଣି ଯଜ୍ଞ ମଣ୍ଡପରେ ରଖିଥିଲେ । କୃଷ୍ଣ ଚନ୍ଦ୍ର ମହାରାଜ କର୍ତ୍ତା ଦାୟିତ୍ଵ ତୁଲାଇ
Read More...