Browsing Tag

bargarh news

୧୦ମ ଓଡିଶା ରାଜ୍ୟ ମୁଏଥାଇ ବକ୍ସିଂ ପ୍ରତିଯୋଗିତା ୨୦୨୨ ଉଦ୍‌ଯାପିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଗତ ଦୁଇ ଦିନ ଧରି ବରଗଡ ଠାରେ ଅନୁଷ୍ଠିତ ହୋଇଯାଇଛି ୧୦ମ ଓଡିଶା ରାଜ୍ୟ ମୁଏଥାଇ ବକ୍ସିଂ ପ୍ରତିଯୋଗିତା ୨୦୨୨ । ଏହି କାର୍ଯ୍ୟକ୍ରମ ଓଡିଶା ଅଲମ୍ପିକ ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା "ଓଡିଶା ମୁଏଥାଇ ୟୁନିଅନ" ଏବଂ ଆର୍ଟ୍ସ ଟେମ୍ପଲ ବରଗଡ଼ର ମିଳିତ
Read More...

ଅମ୍ବାଭୋନାଠାରେ ଉନ୍ମୋଚିତ ହେଲା “ଦରଖଁଡ଼ିଆ”

ବରଗଡ, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ କୋଶଳୀ ଉପନ୍ୟାସ "ଦରଖଁଡ଼ିଆ" ବରଗଡ ଜିଲ୍ଲା ଅମ୍ବାଭୋନାଠାରେ ଉନ୍ମୋଚିତ ହୋଇଯାଇଛି । ଏହାର ଲେଖକ ହେଉଛନ୍ତି ଗିରିଧାରୀଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନିତ୍ୟାନନ୍ଦ ନାୟକ । ତେବେ ବରଗଡ଼ ଭୁକ୍ତା ଅଞ୍ଚଳର କୃଷକମାନଙ୍କର ସ୍ଥିତିକୁ
Read More...

ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି ସୋହେଲା ବ୍ଲକ କାର୍ଯ୍ୟାଳୟଠାରେ ବରଗଡ଼ ଜିଲ୍ଲପାଳ ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ଦ୍ୱାରା ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ୩୦ ଜଣ ଅଭିଯୋଗକାରୀ ତାଙ୍କର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟି ଜଣାଇଥିଲେ । କନ ଗାଁ ପଂଚାୟତର
Read More...

୭୦ ବର୍ଷୀୟ ବୃଦ୍ଧା ନିଖୋଜ

ବରଗଡ, (ନିରୋଜ କୁମାର ପାଣୀ) : ୭୦ ବର୍ଷୀୟ ବୃଦ୍ଧା ମନଭାଙ୍ଗି ମେହେର ନିଖୋଜ ଥିବା ଖବର ମିଳିଛି । ସୂଚନା ଅନୁସାରେ ଗତ ୨୯/୦୫/୨୦୨୨ତାରିଖ ରବିବାର ଦିନ ୧୧ ଟା ସମୟରେ ବରଗଡ ସ୍ଥିତ ତାଙ୍କ ଘରୁ କୁଆଡେ ଚାଲି ଯାଇଛନ୍ତି । ଘରୁ ଯିବା ସମୟରେ ସେ ସବୁଜ ରଙ୍ଗର ସମ୍ବଲପୁରୀ ଶାଢ଼ୀ ପରିଧାନ
Read More...

ବରଗଡରେ ଆଜିଠାରୁ ୧୦ମ ରାଜ୍ୟସ୍ତରୀୟ ମୁଏଥାଇ ପ୍ରତିଯୋଗିତା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଓଡିଶା ମୁଏଥାଇ (ଥାଇ ବକ୍ସିଂ) ୟୁନିଅନ; (ଯାହାକି ଓଡିଶା ଅଲମ୍ପିକ ଆସୋସିଏସନର ଏକ ସ୍ୱୀକୃତିପ୍ରାପ୍ତ ସଂସ୍ଥା) ଆନୁକୂଲ୍ୟରେ ଏବଂ ଆର୍ଟସ ଟେମ୍ପଲ- ବରଗଡ଼ର ସହଯୋଗିତା କ୍ରମେ ବରଗଡ଼ଠାରେ ଆଜି ଓ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି ୧୦ମ ରାଜ୍ୟସ୍ତରୀୟ
Read More...

ଲିଟୁ ମହାନ୍ତିଙ୍କ ‘ବଡମା’ ସିନେମାରେ ଅଭିନୟ କରିବେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ରାଜନୀତିରୁ ବର୍ତ୍ତମାନ ସାମୟିକ ବିରତି ପରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଚଳଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତିଙ୍କ ଦ୍ୱାରା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତା ପାର୍ବତୀ ଗିରିଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଚଳଚିତ୍ର 'ବଡ଼ମା'ରେ ଅଭିନୟ କରିବେ ।
Read More...

ବିକଳାଙ୍ଗ ପ୍ରମାଣ ପତ୍ର ପାଇଁ ହିତାଧିକାରୀ ହଇରାଣ ହେଉଥିବା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ସିଡିଏମ୍‌ଓ ଅଫିସକୁ ବିକଳାଙ୍ଗ ପ୍ରମାଣ ପତ୍ର ପାଇଁ ପ୍ରବଳ ଗ୍ରୀଷ୍ମରେ ଆସିଥିବା ଅନେକ ହିତାଧିକାରୀ ନିରାଶ ହୋଇ ଫେରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପ୍ରତିମାସ ୩ ତାରିଖରେ ବିକଳାଙ୍ଗ ପ୍ରମାଣ ପତ୍ର ପାଇଁ ବହୁ ହିତାଧିକାରୀ ସରକାରୀ
Read More...

ଜୟ ବିଶ୍ଵକର୍ମା ନିର୍ମାଣ ଶ୍ରମିକ ସଂଘର ଜନ ସଚେତନତା ସଭା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଆଜି ଜୟ ବିଶ୍ଵକର୍ମା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଅଂଚଳର ଶ୍ରମିକ ବେକାର ହୋଇ ଭୋକ ଉପାସରେ ରହୁଛନ୍ତି ଏବଂ ତାଙ୍କ
Read More...

ପ୍ରଧାନ ଶିକ୍ଷକ ପ୍ରମୋଦ ମିଶ୍ରଙ୍କ ବିଦାୟ ସମ୍ବର୍ଦ୍ଧନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ନୀଲେଶ୍ଵର ୟୁ.ଜି.ୟୁ.ପି. ସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମିଶ୍ରଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ୟାର୍ଡରୁ ଧାନ ଉଠୁନଥିବା ନେଇ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲାରେ ରବିଋତୁ(ଡାଲୁଆ) ଧାନ ସଂଗ୍ରହରେ ଅବ୍ୟବସ୍ଥା ଲାଗି ରହିଛି । ବିକ୍ରି ପାଇଁ ଚାଷୀମାନେ ଟୋକନ୍‌ ସହିତ ଧାନ ଆଣୁଥିଲେ ସୁଦ୍ଧା ତାହା ବିକ୍ରି ହେଉ ନ ଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମିଲର୍ସମାନେ ଧାନର ଗୁଣାତ୍ମକ ମାନ ପରୀକ୍ଷା ନ କରି କଟନୀ
Read More...