ସିନାପାଲି ସହରରେ ହନୁମାନ ଜୟନ୍ତୀ ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ

ସିନାପାଲି, (ନିରାକାର ମେହେର) : ରାଷ୍ଟ୍ରୀୟ ହିନ୍ଦୁନବ ବର୍ଷ ବା ପଣାସଂକ୍ରାନ୍ତି । ଏହି ଦିନ ପ୍ରଭୁ ଶ୍ରୀରାମ ଓ ତାକଂର ପରମ ଭକ୍ତ ପବନ ପୁତ୍ର ହନୁମାନ ମଦିରରେ ହିଦୁ ଧର୍ମର ସମସ୍ତ ରୀତିନୀତି ଅନୁସାରେ ପୂଜାର୍ଚନା କରିଥାନ୍ତି । ବୀର ହନୁମାନଙ୍କ ଜୟନ୍ତୀ ଅବସରରେ ଏକ ଭବ୍ୟସୁସଜ୍ଜିତ ମହାପ୍ରଭୁ ଶ୍ରୀରାମଙ୍କ ସହିତ ହନୁମାନଙ୍କ ରଖିଥାନ୍ତି ଓ ଡିଜେର ତାଳେ ତାଳେ ନାଚୀ ନାଚୀ ଜୟ ଶ୍ରୀରାମ ଜୟ ହନୁମାନ ଧ୍ବନୀ ଦେଇ ଆଜି ସିନାପାଲିର ବଜରଂଗ ଦଳ ତରଫରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭଯାତ୍ରାରେ ହଜାର ହଜାର ବଜରଂଗ ଦଳର ସମର୍ଥକ ଓ ଭକ୍ତ ମାନେ ଏକତ୍ରିତ ହୋଇ ହନୁମାନ ମଦିରରେ ପୂଜାର୍ଚନା କରି ନାକାଛକ, ଜଗନ୍ନାଥ ଛକ, ରାବଣ ଛକ ଦେଇ ବସଷ୍ଟାଣ୍ଟରେ ପହଣ୍ଟିଥିଲେ ଓ ବଜରଂଗ ଦଳର ଭାଇମାନେ ତାକଂର ଶକ୍ତି ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.