om academy

ସଂକଳ୍ପ ପରିବାର ତରଫରୁ ଶବସତ୍କାର : ଏକା ଥରକେ ଚାରୋଟି କରୋନା ଆକ୍ରାନ୍ତ ଶବ ସତ୍କାର କରିଛି ସଂକଳ୍ପ ପରିବାର

jsm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସଂକଳ୍ପ ପରିବାର ଆଜି ଗୋଟିଏ ଦିନରେ ଚାରୋଟି କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଶବସତ୍କାର କରିଥିଲା । ମୃତ ଶବଗୁଡିକ ବରଗଡ଼ ମ୍ୟୁନିସିପାଲିଟି ଅଞ୍ଚଳର ଗୋଟିଏ ହୋଇଥିବା ବେଳେ ବରଗଡ଼ ଜିଲ୍ଲା ବରପାଲି ବ୍ଲକର ଜଣେ, ଭଟଲି ବ୍ଲକ ରାଇସଭାର ଜଣେ ଓ ଭଟଲିର ଜଣେ ମୋଟ୍‌ ଚାରି ଜଣ ମଧ୍ୟରୁ ଦୁଇ ଜଣ ପୁରୁଷ ହୋଇଥିବା ବେଳେ ଦୁଇ ଜଣ ମହିଳା ଅଟନ୍ତି । ସଂକଳ୍ପ ପରିବାର ତରଫରୁ ବିକାଶ ଅଗ୍ରୱାଲ, ସୁବ୍ରତ ଭୋଇ, ନିଲେଶ ପ୍ରଧାନ, ଶେଷଦେଵ ପଧାନ ପ୍ରମୁଖ ଶବ ସତ୍କାରରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.