କୋରୋନା ବେମାର୍ ଉପରେ ସଚେତନ୍ କଲା ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ପଶ୍ଚିମ୍ ଓଡ଼ିଶା କୋରୋନାର ହଟ୍ ସ୍ପଟ୍ ପାଲ୍‌ଟିଥିଲା ବେଲେ ବୋର୍ଡର୍ ଜିଲ୍ଲା ସୁନ୍ଦରଗଡ଼୍ ନେ ଲୋକ୍ ମାନକୁ କୋରୋନା ବେମାର୍ ଉପରେ ସଚେତନ୍ କରିଛେ ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ । ପ୍ରତ୍ୟେକ୍ ଦିନ୍ ହଜାର୍ ହଜାର୍ ଲୋକ୍ କୋରୋନା ଆକ୍ରାନ୍ତ ହଉଛନ୍ । ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚର ଭାଇ ବହେନ୍ ମାନେ ସୁନ୍ଦରଗଡ଼୍ ଟାଉନ୍‌ରେ ସବୁ ଦୁକାନ୍ ବଜାର୍, ରୋଡ଼୍ ରାସ୍ତା, ଗଲି କନ୍‌ନ୍ଦିରେ ଲୋକ୍ ମାନଙ୍କୁ କୋଭିଡ୍ ନିୟମ୍ ବତାବାର୍ ସାଙ୍ଗେ ମାସ୍କ ଆର୍ ସେନିଟାଇଜର୍ ବାଁଟିଛନ୍ । ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ ତର୍‌ଫୁ କୁହାଯାଇଛି ଯେ, ଘରେ ରହୁନ୍, ସୁରକ୍ଷିତ୍ ରହୁନ୍, ନିୟମ୍ ମାନୁନ୍ । କୋରୋନା ହାର୍‌ବା ଆର୍ ଅମେ ଜିତମା ।ଛି ଯେ, ଘରେ ରହୁନ୍, ସୁରକ୍ଷିତ୍ ରହୁନ୍, ନିୟମ୍ ମାନୁନ୍ । କୋରୋନା ହାର୍‌ବା ଆର୍ ଅମେ ଜିତମା ।

Leave A Reply

Your email address will not be published.