ସଇଁତଲା ପିଡବ୍ଲ୍ୟୁଏସ୍‌ ପାଇପଲାଇନ ଲିକେଜ ମରାମତି ହୋଇ ଜଳ ଯୋଗାଣ ପୁନଃ ଆରମ୍ଭ ହୋଇଥିବା ନେଇ ଜିଲ୍ଲାପାଳଙ୍କ ସୂଚନା

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ପିଡବ୍ଲ୍ୟୁଏସ୍‌ ପାଇପଲାଇନ ଲିକେଜ ମରାମତି ହୋଇ ଜଳ ଯୋଗାଣ ପୁନଃ ଆରମ୍ଭ ହୋଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ପୂର୍ବରୁ ଏହାକୁ ନେଇ ବହୁବାର ସ୍ଥାନୀୟ ଲୋକେ ସ୍ଥାନୀୟ ପ୍ରଶାସନକୁ ଗୁହାରୀ କରିଥିବା ବେଳେ ଆଜି ଏହି ପିଡବ୍ଲ୍ୟୁଏସ୍‌ ପାଇପଲାଇନ ଲିକେଜର ମରାମତି ହୋଇ ଜଳ ଯୋଗାଣ ପୁନଃ ଆରମ୍ଭ ହୋଇଛି । ଏଥିପାଇଁ ସ୍ଥାନୀୟ ଲୋକେ ଜିଲ୍ଲାପ୍ରଶାସନକୁ ଧନ୍ୟବାଦ ଦେବା ସହ ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.