ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ପାଟଣେଶ୍ୱରୀ ପୀଠରେ ନୂଆଁ ଲାଗିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ପାଟଣେଶ୍ୱରୀଙ୍କ ପୀଠରେ ନୂଆଁ ଲାଗିଯାଇଛି । ବିଧି ଅନୁସାରେ ନିର୍ଦ୍ଧାରିତ ସମୟରେ ପୂଜାପାଠ ସହ ମା’ଙ୍କଠାରେ ନୂଆଁ ଲଗାଯାଇଥିବା ବେଳେ କରୋନା କଟକଣା ଯୋଗୁଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିନାହିଁ । ତେବେ ନୀତିକାନ୍ତି ପାଳନ ହୋଇଛି । ସହରର ଅନ୍ୟସବୁ ଦେବ ଦେବୀଙ୍କ ମନ୍ଦିରମାନଙ୍କରେ ମଧ୍ୟ ନୂଆଁ ଲଗାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.