ମା’ ସମଲେଇଙ୍କ ପାଖରେ ଲାଗିଲା ନୂଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସମଲେଇ ମନ୍ଦିରରେ ବିଧି ମୁତାବକ ନୂଆଁ ଲାଗିଲା । ନିର୍ଦ୍ଧାରିତ ସମୟରେ ମନ୍ଦିର ପୂଜକ ନୂଆଁକୁଁଡ଼ା ଅର୍ପଣ କରିବା ସହ ପୂଜାବିଧି ସମାପ୍ତ କରିଛନ୍ତି । ପୂର୍ବ ବର୍ଷ ଭଳି ଏ ବର୍ଷ ମନ୍ଦିରରେ ଭକ୍ତମାନଙ୍କ ସମାଗମ ନଥିଲା । କେବଳ ନୀତିକାନ୍ତ ପାଳନ ପୂର୍ବକ ନୂଆଁଖାଇ ପାଳନ ହୋଇଛି ମା’ ସମଲେଇଙ୍କ ମନ୍ଦିରରେ । କରୋନା କଟକଣା ଯୋଗୁଁ ଭକ୍ତମାନଙ୍କ ସମାଗମକୁ ମନ୍ଦିରରେ ମନା କରାଯାଇଥିବା ବେଳେ ଭକ୍ତମାନେ କେହି ମନ୍ଦିର ଆସି ନାହାନ୍ତି ।

Leave A Reply

Your email address will not be published.