om academy

ପାଟ୍‌ନାଗଡ଼ ନିର୍ବାଚନ ମଣ୍ଡଳୀ ଥି ଏଛିନ୍‌ ଚାଲିଛେ ଘମାଘୋଟ୍‌ ଅଙ୍କ କଷା

jsm

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟ୍‌ନାଗଡ଼ ନିର୍ବାଚନ ମଣ୍ଡଳୀ ଥି ଏଛିନ୍‌ ଚାଲିଛେ ଘମାଘୋଟ୍‌ ଅଙ୍କ କଷା । କେନେ ପ୍ଲସ୍‌ ହେଇଛେ, କେନେ ମାଇନସ୍‌ ହେଇଛେ । ଫେର୍‌ କେନ୍‌ଠାନେ ଘାଟ୍‌ ଗୁନ୍ଦାଲ୍‌ ଧରିଛେ । କିଏ ଜିତ୍‌ବା, କିଏ ହାର୍‌ବା କିଏ ହେବା ପାଟଣାଗଡ଼ ଏମ୍‌ଏଲ୍‌ଏ । ଭୋଟ୍‌ ସର୍‌ଲା ଉତ୍‌ରୁ ହିସାବ୍‌ ନିକାସ୍‌, ଘିଚା ଟନା ଥି ଲାଗି ପଡ଼ିଛନ୍‌ ପ୍ରାର୍ଥୀମାନକର୍‌ ସମର୍ଥକମାନେ । ବିଜେଡ଼ି ଶିବିର ଥି ଆଲୋଚନା ହଉଛେ, ଇ’ ଖେପି ବିକାଶ କେ ନିଘା କରି ବିଜେଡ଼ି କେ ଲୋକ୍‌ ଭୋଟ୍‌ ଦେଇଛନ୍‌ । ବିଧାୟକ ପ୍ରାର୍ଥୀ ସରୋଜ ମେହେରଙ୍କର ନେତୃତ୍ୱକେ ଲୋକ ପସନ୍ଦ କରିଛନ୍‌ । ଆର୍‌ଗୁଟେ ଫାଲେ ବିଜେପି ଶିବିର ଥି ବି ଆଶା କରାଯାଉଛେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଲହର୍‌ ସାରା ଓଡ଼ିଶା ଥି ଫେଏଲି ଯାଇଛେ । ପାଟନାଗଡ଼ର ସବୁଆଡେ଼ ବଗ୍‌ବଗା ତେଲ୍‌ ପଦମ୍‌ ଫୁଲ୍‌ ଫୁଟିଛେ । କଂଗ୍ରେସ ଶିବିର ଥି ବି ଜିତ୍‌ବାର୍‌ ଆଶା ରହିଛେ । ହେଲେ କିଏ ଜିତୁଛେ କିଏ ହାରୁଛେ ଜୁନ୍‌ ୪ ତାରିଖ କହେବା । କାହାର ବାନା ଉଡ଼୍‌ବା ଆର୍‌ କାହାର୍‌ ଭେଲା ବୁଡ଼୍‌ବା, ସେଦିନ ହିିଁ ଜନା ପଡ଼୍‌ବା ।

Leave A Reply

Your email address will not be published.