om academy

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ

jsm

କଳାହାଣ୍ଡି, (କେପିଏନ୍‌ଏସ୍‌) : ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଦୁଇ ଦିନିଆ କଳାହାଣ୍ଡିଗସ୍ତରେ ଆସିଛନ୍ତି । ଏହି ଗସ୍ତ ସମୟରେ ଶ୍ରୀ ବଂଶଲ ଭବାନୀପାଟଣାରେ ଆୟୋଜିତ ମାଓ ଗତିବିଧି ଉପରେ ସମୀକ୍ଷା କରିଥିଲେ । ଏହି ସମୟରେ ୧୦ଟି ଜିଲ୍ଲାର ମାଓ ସ୍ଥିତି ସମ୍ପର୍କରେ ଉପସ୍ଥିତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.