om academy

କାନାଡ଼ା ପାରା ବ୍ୟାଡ଼ମିଣ୍ଟନର ସିଙ୍ଗଲ୍ସ ଫାଇନାଲ୍‌ରେ ପ୍ରମୋଦ : ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କୁ ଭେଟିବେ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଟ୍ଟାୱାରେ ଚାଲିଥିବା କାନାଡ଼ା ପାରା ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଟୋକିଓ ପାରାଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ଓଡିଶାର ପ୍ରମୋଦ ଭଗତ ବିଜୟ ଜାରି ରଖି ସିଙ୍ଗଲ୍ସ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ରବିବାର ଅନୁଷ୍ଠିତ ପୁରୁଷ ଏସ୍‌ଏଲ୍‌-୩ ସେମି ଫାଇନାଲ୍‌ରେ ପ୍ରମୋଦ ୨୧- ୧୪, ୧୭-୨୧, ୨୧-୧୩ରେ ଜାପାନର ଡାଇସୁକି ଫୁଜିହାରାଙ୍କୁ ପରାସ୍ତ କରିଥିଲେ । ଫାଇନାଲ୍‌ରେ ସେ ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କୁ ଭେଟିବେ ।

Leave A Reply

Your email address will not be published.