oom

ଜିଲ୍ଲା ଦଳିତ ଶିକ୍ଷକ ସଂଘ ବଲାଙ୍ଗିର ଆନୁକୁଲ୍ୟରେ ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର): ଜିଲ୍ଲା ଦଳିତ ଶିକ୍ଷକ ସଂଘ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ଯାଦବ ଭବନ ଠାରେ ମାତା ସାବିତ୍ରୀବାଇ ଫୁଲେଙ୍କ ୧୯୧ତମ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଉପ-ଜିଲ୍ଲାପାଳ ସୁଧାକର ନାୟକ, ମୁଖ୍ୟବକ୍ତା ଭାବରେ ଖପ୍ରାଖୋଲ ଗୋଷ୍ଠି ଉନ୍ନୟନ ଅଧିକାରୀ ତରଣୀସେନ ସୁନା, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଇଂରାଜି ଅଧ୍ୟାପିକା ଆୟେସା ବାନୋ, ବଂଶିଧର ଦୀପ, ସମାଜସେବୀ କଳ୍ପନା ବିହାରୀ ବାରିକ, ସମିତି ସଭ୍ୟା ଲଳିତା ଦୀପ, ପୁଇଁନ୍ତଲା ଶିକ୍ଷାଧିକାରୀ ନେପାଲ ଚନ୍ଦ୍ର ବାଗ, ବଲାଙ୍ଗିର ସଦର ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ଧରୁଆ, ଶିକ୍ଷକନେତା ରତିନ୍ଦ୍ର ରାୟ ପ୍ରମୁଖ ଯୋଗଦାନ କରି ମାତା ସାବିତ୍ରୀ ବାଇ ଫୁଲେଙ୍କ ସଂଘର୍ଷମୟ ଜୀବନ ଏବଂ ଶିକ୍ଷାଦର୍ଶନ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ଦଳିତ ଶିକ୍ଷକ ସଂଘ ସଭାପତି ବାସୁଦେବ ମୁଗ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସମାଜସେବୀ ଶିକ୍ଷକ ଆଗଲପୁର ବ୍ଲକ ପାଇଁ ନିର୍ଜଳା ସାଗର, ଲୋସିଂହା ବ୍ଲକ ପାଇଁ ଗୋବିନ୍ଦ ତାଣ୍ଡି (ମରଣୋତ୍ତର), ପୁଇଁନ୍ତଲା ବ୍ଲକ ପାଇଁ ସଚିନାଥ ନାଗ (ମରଣୋତ୍ତର), ସମାଜସେବା ପାଇଁ ଦିନେଶ ବିଶ୍ୱାଲ, ହିମାଂଶୁ ଭୁଏ, ବିଜ୍ଞାନ ପାଇଁ ପ୍ରଭୁଦ ସାହୁ, ଦେଓଗାଁ ବ୍ଲକ ପାଇଁ ଅବସ୍ଥା ମହାନନ୍ଦ, ଗୁଡଭେଳା ବ୍ଲକ ପାଇଁ ବଦନ ମୁନା, ସଇଁନ୍ତଲା ପାଇଁ ତପିଧର କୁମ୍ଭାର, ପାଟଣାଗଡ ପାଇଁ ଚୈତନ୍ୟ କୁମ୍ଭାର, ବେଲପଡା ପାଇଁ କୃଷ୍ଣଚନ୍ଦ୍ର ବାରିକ, ବଲାଙ୍ଗିର ବ୍ଲକ ପାଇଁ ବିନୋଦ କୁମ୍ଭାର, ବିଦ୍ୟୁତଲତା ମୁଗ୍ରୀ, ତୁରେକେଲା ପାଇଁ ବୃନ୍ଦାବନ ନାଗ, ରସିଆ ରାୟ, ଶିକ୍ଷକ ତଥା ବରିଷ୍ଠ ଅଧ୍ୟାପିକା ଆୟସା ବାନୋ ପ୍ରମୁଖଙ୍କୁ ପ୍ରଶଂସାପତ୍ର ଓ ଉପଢୈାକନ ଦେଇ ସମ୍ମାନିତ କରାଯାଇଥିଲା । ଶିକ୍ଷକ ଗଜମଣି ବାଗ ମଞ୍ଚ ପରି·ଳନା କରିଥିବା ବେଳେ ବାଳକୃଷ୍ଣ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟମଣି ସୁନା, ବୃନ୍ଦାବନ ନାଗ, ବିଜୟ ଚନ୍ଦ୍ର ବାରିକ, କିଶୋର କୁମ୍ଭାର, ନିଳକଣ୍ଠ ସୁନା, ଅକୃର ସୁନା, ମୁଦ୍ରା ଛତ୍ରିଆ, ମଗସିର ମୁଗ୍ରୀ, ଚନ୍ଦ୍ରମଣି ଛତ୍ରିଆ, ଯୁବରାଜ ବିଭାର, ସୁରେନ୍ଦ୍ର ମହାନନ୍ଦ, ରୀନା ନାଗ, ମୀନା ନାଗ, ଲୋଚନ ଛତ୍ରିଆ, ମାଗୁଣି ଛତ୍ରିଆ, ସୁଜାତା ତାଣ୍ଡି, କାନ୍ତିଲାଲ ମୁଗ୍ରୀ, ରିଙ୍କି ମୁନା, ମଦନା ସୁନା, ଭୁବନ ନାଗ, ମୈତ୍ରୀ କୁମ୍ଭାର, ଜଗା କୁମ୍ଭାର, ଦଣ୍ଡୁଆ କୁମ୍ଭାର, କାର୍ତ୍ତିକ ନାଗ, କୁନା ବାଗ, ଦ୍ରୋଣ କୁମ୍ଭାର, ଲୋକନାଥ ସୁନା, ସୁରେଶ ଦେବ ଛୁରା, ରଘୁନାଥ ମୁଗ୍ରୀ ସମେତ ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.