oum

ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା

jsm

ଖୋର୍ଦ୍ଧା : ବଢିବାରେ ଲାଗିଛି ହାତୀ‌ଙ୍କ ଉପଦ୍ରବ । ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧିନସ୍ଥ ଟାଙ୍କୋଳରେ ନିଜ ଚାଷ ଜମିକୁ ମୁଗ ଜଗିବାକୁ ଯାଇଥିବାବେଳେ ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା । ମୃତକ ଜଣଙ୍କ ଟାଙ୍କୋଳ ଗାଁର ବାଉରୀ ବନ୍ଧୁ ସ୍ୱାଇଁ । ଅନେକ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଦନ୍ତା ହାତୀ ଆତଙ୍କ ଖେଳାଇଥିବାବେଳେ ସ୍ଥାନୀୟ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ଘଟଣାସ୍ଥଳରେ ବନବିଭାଗର କୌଣସି ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି ।

Leave A Reply

Your email address will not be published.