ଶୀତଳଷଷ୍ଠୀ ଉପଲକ୍ଷେ କୁଲତା ସମାଜ ପକ୍ଷରୁ ବଲାଙ୍ଗିରରେ ଦହିପାଣି ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଲୁତା ସମାଜ ପକ୍ଷରୁ ବଲାଙ୍ଗିର ସହରର ପାଟଣା ହୋଟେଲ ଛକ ଠାରେ ଶୀତଳଷଷ୍ଠୀ ଉପଲକ୍ଷେ ଜନ ସାଧାରଣଙ୍କୁ ଦହିପାଣି ବଣ୍ଟନ କରାଯାଇଥିଲା । ସମାଜର ଉପଦେଷ୍ଟା ସଦସ୍ୟ ତଥା ପୂର୍ବତନ ସଭାପତି ରାହାସ ବିହାରୀ ମାଝୀ କାର୍ଯ୍ୟକ୍ରମକୁ ଉନ୍ମୋଚିତ କରିବା ସହିତ ସଭାପତି ସୁରଥ ପଧାନ, ସମ୍ପାଦକ ଶାନ୍ତନୁ କୁମାର ଭୋଇ, ଉପ-ସଭାପତି ଶାନ୍ତନୁ କୁମାର ପାତ୍ର, ସୁଧିର କୁମାର ଭୋଇ, ସହ ସମ୍ପାଦକ ରାମଚନ୍ଦ୍ର ଭୋଇ, କାର୍ଯ୍ୟକାରୀ ସଦସ୍ୟ ମଧୁ ସାହୁ, ଜିତେନ୍ଦ୍ର କୁମାର ଭୋଇ, ବିକାଶ ରଞ୍ଜନ ବାରିକ, ବରିଷ୍ଠ ସଭ୍ୟ ସଂଜୟ ଶେଖର ଭୋଇ, ବିଦେଶି ପଧାନ, ବୃଷଭ ସା, ବିକାଶ ଚନ୍ଦ୍ର ପଧାନ ତଥା ଯୁବ ସାମୁଖ୍ୟ ସଂଯୋଜକ ସୁଦର୍ଶନ ସାହୁ, କାର୍ଯ୍ୟକାରୀ ସଦସ୍ୟ ଲକ୍ଷ୍ମଣ ବିଶ୍ୱାଳ, ରୋହିମ ରଂଜନ ସାହୁ ଆକାଶ ପଧାନ, ନେତ୍ରାନନ୍ଦ ପଧାନ, ଲଲିତ ପଧାନ, ଦିନେଶ ଭୋଇ ଓ ନିରଞ୍ଜନ ଗଡତ୍ୟାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରାଯାଇଥିଲା ।

jittmm
Leave A Reply

Your email address will not be published.