ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକରୁ ୧୪ ଜଣ, ବଲାଙ୍ଗିର ବ୍ଲକରୁ ୨ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୪ ଜଣ, ବେଲପଡ଼ା ବ୍ଲକରୁ ୨୯ ଜଣ, ଦେଓଗାଁ ବ୍ଲକରୁ ୧୨ ଜଣ, ଗୁଡ଼ଭେଲା ବ୍ଳକରୁ ୨୪ ଜଣ, କଂଟାବାଂଜି ଏନ୍ଏସି ଅଂଚଳରୁ ୨ ଜଣ, ଖପ୍ରାଖୋଲ ବ୍ଲକରୁ ୬ ଜଣ, ଲୋଇସିଂହା ବ୍ଲକରୁ ୧୪ ଜଣ, ମୁରିବାହାଲ ବ୍ଲକରୁ ୨ ଜଣ, ପାଟଣାଗଡ଼ ବ୍ଲକରୁ ଜଣେ, ପାଟଣାଗଡ଼ ଏନ୍ଏସିରୁ ଜଣେ, ପୁଇଁନ୍ତଲା ବ୍ଲକରୁ ୬ ଜଣ, ସଇଁନ୍ତଲା ବ୍ଲକରୁ ୬ ଜଣ, ଟିଟିଲାଗଡ଼ ବ୍ଲକରୁ ୫ ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟିରୁ ଜଣେ, ତୁରେକେଲା ବ୍ଲକରୁ ୯ ଜଣ ଓ ତୁଷୁରା ଏନ୍ଏସି ଅଂଚଳରୁ ୩ ଜଣ ସଂକ୍ରମିତ ହୋଇଛନ୍ତି ।
Prev Post