oom

ଆଜିି ଓଡ଼ିଶାରୁ ୧୯୩୧ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଓଡ଼ିଶାରୁ ୧୯୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୨୦ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୮୧୧ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୨୦, ବାଲେଶ୍ୱରରୁ ୭୩, ବରଗଡ଼ରୁ ୬୬, ଭଦ୍ରକରୁ ୬୪, ବଲାଙ୍ଗିରରୁ ୬୪, ବୌଦ୍ଧରୁ ୭, କଟକରୁ ୧୫୩, ଦେବଗଡ଼ରୁ ୯, ଢେଙ୍କାନାଳରୁ ୩୫, ଗଜପତିରୁ ୯, ଗଂଜାମରୁ ୨୭, ଜଗତସିଂହପୁରରୁ ୭୮, ଯାଜପୁରରୁ ୬୭, ଝାରସୁଗୁଡ଼ାରୁ ୫୬, କଳାହାଣ୍ଡିରୁ ୪୫, କନ୍ଧମାଳରୁ ୪୬, କେନ୍ଦ୍ରାପଡ଼ାରୁ ୬୧, କେଉଁଝରରୁ ୬୫, ଖୋର୍ଦ୍ଧାରୁ ୨୭୩, କୋରାପୁଟରୁ ୨୯, ମାଲକାନଗିରିରୁ ୩୮, ମୟୁରଭଂଜରୁ ୯୯, ନବରଙ୍ଗପୁରରୁ ୬୨, ନୟାଗଡ଼ରୁ ୨୩, ନୂଆପଡ଼ାରୁ ୪୩, ପୁରୀରୁ ୭୨, ରାୟଗଡ଼ାରୁ ୨୫, ସମ୍ବଲପୁରରୁ ୩୭, ସୋନପୁରରୁ ୩୦, ସୁନ୍ଦରଗଡ଼ରୁ ୧୦୪ ଏବଂ ଷ୍ଟେଟ୍‌ ପୁଲ୍‌ ୫୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଜି ଯାଏଁ ୨୭୪୧୮୧ ଜଣ ସମୁଦାୟ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫୨୧୯୭ ଜଣ ସୁସ୍ଥ ହୋଇଛନ୍ତି ।

jittmm
Leave A Reply

Your email address will not be published.