oum

ବିନ୍ଦୁରେଖା ସାହୁ ଏଥର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟ୍‌

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥର ବିନ୍ଦୁରେଖା ସାହୁ ହୋଇଛନ୍ତି ବେଷ୍ଟ ଗ୍ରାଜୁଏଟ୍‌ । ପଦାର୍ଥ ବିଜ୍ଞାନର ଛାତ୍ରୀ ବିନ୍ଦୁରେଖା ୯.୪୪ ସିଜିପିଏ ହାସଲ୍‌ କରି ବିଶ୍ୱବିଦ୍ୟାଳୟରେ ବେଷ୍ଟ ଗ୍ରାଜୁଏଟ୍‌ ହୋଇ ପାରିଛନ୍ତି ।

ତାଙ୍କ ସଫଳତା ଯୋଗୁଁ ତାଙ୍କ ପରିବାରରେ ତଥା ବନ୍ଧୁବର୍ଗରେ ଖୁସିର ଲହରି ଖେଳି ଯାଇଥିବା ବେଳେ ତାଙ୍କ ବାପା କପିଳେଶ୍ୱର ସାହୁ ବେଶ୍‌ ଉଲ୍ଲସିତ ହୋଇଛନ୍ତି ।

Leave A Reply

Your email address will not be published.