ସଦେଇପାଲି ସ୍ଥିତ ଗ୍ରୀଡ-କୋରେ ଭାଲୁ : ସିସିଟିଭିରେ କଏଦ ହେଲା ଦୃଶ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦେଇପାଲି ସ୍ଥିତ ଗ୍ରୀଡ-କୋରେ ଏକ ଭାଲୁ ଦେଖିବାକୁ ମିଳିଛି । ଏହାର ଭିଡିଓ ମଧ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଗତ ବିଳମ୍ବିତ ରାତ୍ରିରେ ଭାଲୁଟି ଗ୍ରୀଡ-କୋ ଭିତରକୁ ପ୍ରବେଶ କରୁଥିବା ବେଳେ ଗ୍ରୀଡ-କୋର ଗେଟ ବନ୍ଦ ଥିବାରୁ ପ୍ରବେଶ କରି ପାରିନଥିଲା । ତେବେ ନିକଟରେ ଜଙ୍ଗଲ ଥିବାରୁ ଭାଲୁଟି ଏଠାକୁ ଚାଲି ଆସିଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.