ବଲାଙ୍ଗିର ଜିଲ୍ଲାରେ ଆଜି ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଓଡିଶା By Koshala Prabaha On Thursday 14th October 2021, 6:37 pm Share ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଆଜି ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ପୁଇଁନ୍ତଲା ବ୍ଲକ ଛତାମଖନା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ. ୨ରୁ ୨ଜଣ ଏବଂ ୱାର୍ଡ ନଂ. ୩ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । balangir newsବଲାଙ୍ଗିର ଜିଲ୍ଲାରେ ଆଜି ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪