oum

ଆଜି ବଲାଙ୍ଗିର ଆସିବେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଆସୁଛନ୍ତି ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ । ତେବେ ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନର ବିଶେଷ ତତ୍ପରତା ଦେଖାଦେଇଛି । ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ନେଇ ତନାଘନା ପଦକ୍ଷେପ ନିଆଯାଉଥିବା ବେଳେ ଯେଉଁସବୁ ସ୍ଥାନକୁ ସଚିବ ପରିଦର୍ଶନରେ ଯିବେ ସେହି ସ୍ଥାନ ଗୁଡିକରେ ଜୋର୍‌ସୋର୍‌ ସଫେଇ କାମ ଚାଲିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.