csstore

୨୦୧୮ ବାଚ୍ କନିଷ୍ଟ ଶିକ୍ଷକ ସଂଘର ଜିଲ୍ଲାସ୍ତରୀୟ ବୈଠକ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଶିକ୍ଷକ ଭବନଠାରେ ୨୦୧୮ ବ୍ୟାଚ କନିଷ୍ଟ ଶିକ୍ଷକମାନଙ୍କ ଜିଲ୍ଲାସ୍ତରୀୟ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା । ଏଥିରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ କନିଷ୍ଟ ଶିକ୍ଷକ ସଂଘର ଜିଲ୍ଲାସ୍ତରୀୟ କର୍ମ କର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ଅଭିଷେକ ପଣ୍ଡା, ଉପସଭାପତି ମୋହନ କୁମାର ନାଏକ, ରବିନ ଲାଲ କାଣ୍ଡ, ଶୁଭେନ୍ଦୁ ପ୍ରସାଦ ମହାପାତ୍ର, ଅଜୟ କୁମାର ପଲାଇ, ସାଧାରଣ ସମ୍ପାଦକ ଦେବଦତ୍ତ ମିଶ୍ର, ସମ୍ପାଦକ ଚନ୍ଦନ ସାହୁ, ସହସମ୍ପାଦକ ଅମିତ କୁମାର ସେଠୀ, ଆଶୁତୋଷ ନନ୍ଦ, ଶିରିଷକାନ୍ତ ପଣ୍ଡା, ସୂଚୀସ୍ମିତା ମହାନ୍ତି, ବିନୋଦ କୁମାର ଦାସ, ମିଡିଆ ସଂଯୋଜକ ମନୋଜ କୁମାର ଦାସ, ସାମାଜିକ ଗଣମାଧ୍ୟମ ସଂଯୋଜକ ଜ୍ୟୋତି ରଂଜନ ରାଉତ, କାର୍ଯ୍ୟକାରୀ ସଭାପତି ତୃପ୍ତି ରଞ୍ଜନ ନାଥ, ରଶ୍ମି ରଞ୍ଜନ ପଟ୍ଟନାଏକ, କାଳୁ ଚରଣ ମହାରଣା, ସୁରେଶ କୁମାର ମହାରଣା, ସୁସ୍ମିତା ଜେନା, ଜିଲ୍ଲା ସଂଯୋଜକ ଜନ୍ମଜୟ ବିଶି, ପ୍ରତିଭା ସାହୁ, କୋଷାଧ୍ୟକ୍ଷ ବିକ୍ରମ ପଧାନ, ଉପଦେଷ୍ଟା ଧିରେନ୍ ପଟ୍ଟାୟକ, ବଙ୍କିମ ଚନ୍ଦ୍ର ସାଗର, ଅଜିତ ନାୟକ, ଲଳିତ କୁମାର ନାୟକ, ଶିବ ଶଙ୍କର ପଣ୍ଡା ପ୍ରମୁଖ ଚୟନ ହୋଇଥିବା ମିଡିଆ ସଂଯୋଜକ ମନୋଜ କୁମାର ଦାସ କହିଛନ୍ତି ।

jayashree
Leave A Reply

Your email address will not be published.