Browsing Category
ଓଡିଶା
ବୀଭତ୍ସ ହତ୍ୟାକାଣ୍ଡ, ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ପାହାଳ ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ । ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା । ଅନନ୍ତପୁର ପେଟ୍ରୋଲ ଟାଙ୍କି ସମ୍ମୁଖ କେନାଲ ବନ୍ଧ ପାଖରେ ପଡ଼ିଛି ଯୁବକଙ୍କ କ୍ଷତବିକ୍ଷତ ମୃତଦେହ । ମୃତଦେହ ନିକଟରେ ପଡ଼ିଛି ଏକ ବାଇକ୍ । ମୃତଦେହ ଦେଖି ସ୍ଥାନୀୟ!-->…
Read More...
Read More...
ଦନ୍ତା ହାତୀ ଆକ୍ରମଣରେ ଯୁବକ ମୃତ : ଅଞ୍ଚଳରେ ଭୟର ବାତାବରଣ
ରେଢ଼ାଖୋଲ, (କେପିଏନ୍ଏସ୍) : ରେଢ଼ାଖୋଲ ବନଖଣ୍ଡ ଅଧୀନ ବଡବାହାଲ ରେଞ୍ଜରେ ପୁଣି ଦେଖିବାକୁ ମିଳିଛି ଦନ୍ତା ହାତୀର ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମୃତକ ହେଲେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ!-->…
Read More...
Read More...
ଢେଙ୍କାନାଳରେ ଅଭାବନୀୟ ଘଟଣା : ବିଦ୍ୟୁତ ଆଘାତରେ ଦୁଇ ଯାଆଙ୍କ ମୃତ୍ୟୁ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗାଁର ତଆଁଳା ସାହିରେ ଘଟିଛି ଏକ ହୃଦୟବିଦାରକ ଅଘଟଣ । ବିଦ୍ୟୁତ ଆଘାତରେ ଦୁଇ ଯାଆଙ୍କର ମୃତ୍ୟୁ ଘଟିଥିବାବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକ ଦୁଇଜଣ ହେଲେ ବିଭୁତି ଦେହୁରୀଙ୍କ ପତ୍ନୀ ରଞ୍ଜୁ ଦେହୁରୀ ଓ!-->…
Read More...
Read More...
ସରକାରଙ୍କ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଶୁଭାରମ୍ଭ
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି ପରିସରରେ ବିକାଶ ଧାରା ଓଡ଼ିଶା ସାରା ଶୀର୍ଷକଙ୍କୁ ନେଇ ଜାତି ଓ ଜନଜାତି ସମ୍ବାଦ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଯାଇଛି । ଓଡ଼ିଶାରେ ବିଜେପି ସରକାରଙ୍କ ଦୁଇ ବର୍ଷର ବିକାଶ ଧାରା ଓ କେନ୍ଦ୍ର ସରକାରଙ୍କ ବାର ବର୍ଷର ବିକାଶ!-->…
Read More...
Read More...
ଶାନ୍ତିପଡ଼ା ଯୋଗ କକ୍ଷାରେ ରଜ ଉତ୍ସବ ପାଳନ
ବଲାଙ୍ଗିର, (କେପିଏନ୍ଏସ୍) : ଗତ କାଲି ସନ୍ଧ୍ୟାରେ ଶାନ୍ତିପଡ଼ା ପତଞ୍ଜଳି ଯୋଗ ପରିବାର ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଜ ଉତ୍ସବ ମହା ଆଡମ୍ବରରେ ପାଳନ କରାଯାଇଥିଲା । ଏଥିରେ ନାଚ, ଗୀତ ଇତ୍ୟାଦି କରିବା ସହ ବିଭିନ୍ନ ପ୍ରତିଯୋଗିତା ମଧ୍ୟ କରାଯାଇଥିଲା । ଯୋଗର ସମସ୍ତ!-->…
Read More...
Read More...
ଦୁର୍ନୀତି ଅଭିଯୋଗରେ ବାଲିପଦର ଗାର୍ଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ : ହାଇକୋର୍ଟର ଦ୍ୱାରସ୍ଥ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକର ବାଲିପଦର ଗ୍ରାମର ଶ୍ରୀ ରଘୁନାଥ ସ୍ୱାମୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୈଜୟନ୍ତୀ ମାଳା ସୁବୁଦ୍ଧିଙ୍କ ବିରୁଦ୍ଧରେ ଗ୍ରାମବାସୀ ଆଣିଥିବା ଦୁର୍ନୀତି ଅଭିଯୋଗ କ୍ରମେ ଗଞ୍ଜାମ ଜିଲ୍ଲା!-->…
Read More...
Read More...
ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପାଟଣାଗଡ଼ ଥାନା ଘେରାଉ କଲା ବିଜେଡ଼ି
ପାଟଣାଗଡ଼ : ପାଟଣାଗଡ଼ରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପାଟଣାଗଡ଼ ଥାନା ଘେରାଉ କଲା ବିଜେଡ଼ି । ପୂର୍ବତନ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମକର୍ତ୍ତା ଥାନା ଘେରାଉ କରିବା ସହ ଏସ୍ଡ଼ିପିଓଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର!-->…
Read More...
Read More...
ପୌର ଅଧ୍ୟକ୍ଷାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଲେ ଆଇନ୍ ମନ୍ତ୍ରୀ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୌର ଅଧ୍ୟକ୍ଷା ସ୍ୱର୍ଗତ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନଙ୍କ ବିୟୋଗାନ୍ତକ ଖବର ପାଇ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତାଙ୍କରି ବାସଭବନକୁ ଯାଇ ଘରେ ସ୍ୱର୍ଗତ ଶ୍ରୀମତୀ ଶର୍ମିଷ୍ଠାଙ୍କ ପ୍ରତିକୃତୀରେ ମାଲ୍ୟାର୍ପଣ କରି ତାଙ୍କ ପ୍ରତି!-->…
Read More...
Read More...
ଖଲ୍ଲିକୋଟ ଉପ-ଡାକଘର କାର୍ଯ୍ୟାଳୟ ପରିସରରେ ବାର୍ଷିକ ବ୍ୟବସାୟ ଯୋଜନା ସମୀକ୍ଷା ବୈଠକ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଉପ-ଡାକଘର ପରିସରରେ ସୋମବାର ବାର୍ଷିକ ବ୍ୟବସାୟ ଯୋଜନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଡାକ ପରିମଣ୍ଡଳର ମହା-ଡାକପାଳ କର୍ଣ୍ଣେଲ ବିନୋଦ କୁମାର ଉକ୍ତ ବୈଠକରେ ଯୋଗଦେଇ ଖଲ୍ଲିକୋଟ ଉପ-ଡାକଘର ଓ!-->…
Read More...
Read More...
ବଲାଙ୍ଗିରରେ ସ୍ୱତନ୍ତ୍ର “ସୋମନାଥ ସ୍ୱାଭିମାନ ଯାତ୍ରା–୨୦୨୬”
ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର “ସୋମନାଥ ସ୍ୱାଭିମାନ ଯାତ୍ରା–୨୦୨୬” ଅବସରରେ ବଲାଙ୍ଗିର ଜିଲ୍ଲାରୁ ୫୪ ଶ୍ରଦ୍ଧାଳୁ ଗୁଜୁରାଟସ୍ଥିତ ପ୍ରସିଦ୍ଧ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ଗତକାଲି ଦୁଇଟି ବସ୍ରେ ଭୁବନେଶ୍ଵର!-->…
Read More...
Read More...