ଆନ୍ତର୍ଜାତିକ ଧଉଳି କଳା ମହୋତ୍ସବରେ ରାଉରକେଲାର ୪ ଚିତ୍ରଶିଳ୍ପୀ ସମ୍ମାନିତ
ରାଉରକେଲା, (ସସ୍ମିତା ପ୍ରଧନେ) : ସପ୍ତମ ଅନ୍ତର୍ଜାତିକ ଧଉଳି କଳା ମହୋତ୍ସବ, ଶିଳ୍ପୀ ଶିବିର, ଚିତ୍ରକଳା ପ୍ରଦର୍ଶନୀ ଓ ଚିତ୍ରଶିଳ୍ପୀ ସମ୍ମାନ ପ୍ରଦାନ ମହା ଆଡ଼ମ୍ବରରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ରାଉରକେଲା ସାତ ନମ୍ବର ସେକ୍ଟରର କମ୍ୟୁନିଟି ସେଣ୍ଟର ଠାରେ ପରିଚାଳିତ!-->…
Read More...
Read More...