ଆକ୍ସନ ମୋଡ଼ରେ ଜିଲ୍ଲାପାଳ ଓ ଏସପି : ସାବାଡ଼ ହେବେ ବାଲି ମାଫିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଆକ୍ସନ ମୋଡ଼ରେ ଜିଲ୍ଲାପାଳ ଓ ଏସପି ବିଭିନ୍ନ ବାଲି ଘାଟରେ ମିଳିତ ଚଢ଼ାଉ । ୧୦ ହାଇୱା ସହ ୨ ଜେସିବି ଜବତ ହୋଇଥିବା ନେଇ ସୂଚନା । ତେବେ ବଲାଙ୍ଗିର ସଦର ଥାନା, ପୁଇଁତଳା ଥାନା, ଆଗଲପୁର ଥାନା ସହ ଟିଟିଲାଗଡ ଥାନାରେ ହାଇୱା ଜବତ କରାଯାଇଛି ।…
Read More...

୬୬ତମ ଓଡିଶା ରାଜ୍ୟ ସିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଘାଟିତ

ଯୋଗଦେଲେ ସାରା ରାଜ୍ୟରୁ ୧୩୬ ଜଣ ପ୍ରତିଯୋଗୀ ଭୁବନେଶ୍ୱର, (ଦେବାଶିଷ ମିଶ୍ର) : କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଏକ୍ୱାଟିକ୍ ସେଣ୍ଟରରେ ୬୬ତମ ଓଡିଶା ରାଜ୍ୟ ସିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଘାଟିତ ହୋଇଯାଇଅଛି । ସୁଇମିଂ କ୍ରୀଡାର ଏହି ସମ୍ମାନଜନକ ରାଜ୍ୟ ଚମ୍ପିୟାନସିପ୍‌କୁ…
Read More...

୬୬ତମ ଓଡିଶା ରାଜ୍ୟ ସିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଘାଟିତ

ଯୋଗ ଦେଲେ ସାରା ରାଜ୍ୟରୁ ୧୩୬ ଜଣ ପ୍ରତିଯୋଗୀସୃଷ୍ଟି ଉପାଧ୍ୟାୟ ୫୦ମି. ମହିଳା ଓ ନବୀନ ଶର୍ମା ୫୦ମି. ପୁରୁଷ ବଟରଫ୍ଲାଏରେ ପ୍ରଥମପ୍ରତ୍ୟାଶା ରାଏ ମହିଳା ୨୦୦ମି. ପ୍ରଥମ ଭୁବନେଶ୍ୱର, (ଦେବାଶିଷ ମିଶ୍ର) : କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଏକ୍ୱାଟିକ୍ ସେଣ୍ଟରରେ ୬୬ତମ ଓଡିଶା ରାଜ୍ୟ…
Read More...

ବିଦ୍ୟୁତ ଖୁଣ୍ଟରୁ ପଡି କର୍ମଚାରୀ ମୃତ

୫ ଭଉଣୀରେ ଜଣେ ଭାଇ ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକାଠାରେ ଜଣେ ବିଦ୍ୟୁତ୍‌ କର୍ମଚାରୀ ଖୁଣ୍ଟରୁ ପଡି ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ଡୁଡୁକା ଗ୍ରାମର ହୋଇଥିବା ବେଳେ ୫ ଭଉଣୀରେ ଜଣେ ଭାଇ ବୋଲି କୁହାଯାଇଛି । ବିପଦପୂର୍ଣ୍ଣ କାମରେ ସେଫଟି…
Read More...

ଅଙ୍ଗନଦୀ ବାଲି ଚୋରାଚାଲାଣ, ୫ ହାଇୱା ଅଟକ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକରେ ପ୍ରବାହିତ ଅଙ୍ଗନଦୀ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଆସୁଥିବାବେଳେ ୫ ହାଇୱା ଅଟକ ରଖାଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ବାଲିଘାଟ ମାନଙ୍କରେ ମିଟନାଇଟ ଅପରେସନ କରାଯାଇଥିଲା…
Read More...

ଡିଜେଲ ସଙ୍କଟ

ଜୟପାଟଣା, (ଶେଷଦେବ ବେହେରା) : କିଛି ଦିନ ପରେ ରବି ଧାନ ଅମଳ ଜୋରସୋରରେ ଆରମ୍ଭ ହୋଇଯିବ । ଚାଷୀ ଏବେ ସେହି ସମୟକୁ ଅପେକ୍ଷା କରି ରହିଥିବା ବେଳେ ଇନ୍ଧନ ସମସ୍ୟା ଏବେ ଚାଷୀଙ୍କ ପାଇଁ ଆଶଙ୍କାର ରୂପ ନେଇ ସାରିଲାଣି । ଆଗଭଳି ଶ୍ରମିକ ମାନଂକ ଦ୍ୱାରା ଧାନ ଅମଳ କାମ ସମ୍ପନ୍ନ କରାଯାଉଥିବା ସମୟ…
Read More...

ବଲାଙ୍ଗିର ସହରର ବିଭିନ୍ନ ପେଟ୍ରୋଲ ପମ୍ପ ପରିଦର୍ଶନ କରି ଇନ୍ଧନର ମହଜୁଦ ସ୍ଥିତି ଯାଞ୍ଚ କଲେ ଉପ-ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉପ-ଜିଲ୍ଲାପାଳ, ବଲାଙ୍ଗିର ସଦର ଏସିଏସଓ ଏବଂ ପୁଇଁତଲା ଯୋଗାଣ ନିରୀକ୍ଷକଙ୍କ ଉପସ୍ଥିତିରେ ବଲାଙ୍ଗିର ସହରର ବିଭିନ୍ନ ପେଟ୍ରୋଲ ପମ୍ପ ପରିଦର୍ଶନ କରି ଇନ୍ଧନର ମହଜୁଦ ସ୍ଥିତି ଏବଂ ବିକ୍ରୟ ପ୍ରକ୍ରିୟାର ସରଜମିନ ଯାଞ୍ଚ କରିଛନ୍ତି । ପରିଦର୍ଶନ ସମୟରେ…
Read More...

ସାବିତ୍ରୀ ଅମାବାସ୍ୟାରେ ମା’ ପାଟଖଣ୍ଡା “ସାବିତ୍ରୀ ବେଶ”ରେ ଭକ୍ତଙ୍କୁ ଦର୍ଶନ ଦେଲେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡା ମନ୍ଦିର ପରିସରରେ ସାବିତ୍ରୀ ବ୍ରତ ମହାସମାରୋହରେ ପାଳନ ହୋଇଯାଇଛି । ଶନିବାର ସାବିତ୍ରୀ ଅମାବାସ୍ୟା ଅବସରରେ ମା' ପାଟଖଣ୍ଡା "ସାବିତ୍ରୀ ବେଶ"ରେ ଭକ୍ତଙ୍କୁ ଦର୍ଶନ…
Read More...

ପଦ୍ମପୁର ଉପଖଣ୍ଡରେ ସାବିତ୍ରୀ ବ୍ରତ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବରଗଡ ଜିଲା ପାଇକମାଲ ଅଂଚଳରେ ଗାଁ ଗାଁରେ ସାବିତ୍ରୀ ବ୍ରତ ପାଳନ ହୋଇଛି । ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ମନ୍ଦିର ନିକଟସ୍ଥ ଜର୍ଜଗଡ଼ଗ୍ରାମରେ ଏହି ପର୍ବ ପାଳନ ହୁଏ ଟିକିଏ ନିଆରା…
Read More...

ବାଲିଗୁଡାରେ ସାବିତ୍ରୀ ବ୍ରତ ପାଳିତ : କିନ୍ନରମାନେ ମଧ୍ୟ ପାଳିଲେ ସାବିତ୍ରୀ ବ୍ରତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡ଼ିଆ ନାରୀର ସମର୍ପଣ, ସଂସ୍କୃତି, ସହନଶୀଳତା ଓ ପରିବାର ପ୍ରତି ଅସୀମ ଭଲପାଇବାର ଜୀବନ୍ତ ପ୍ରତୀକର ସାବିତ୍ରୀ ବ୍ରତ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ହିନ୍ଦୁ ଧର୍ମର ସଧବା…
Read More...