ଟିପିଡବ୍ଲୁଓଡିଏଲର ବିଦ୍ୟୁତ୍ ବିଲ୍ ଶୁଳ୍କ ଆଦାୟରେ ଅନିୟମିତତା ନେଇ କଂଗ୍ରେସର ଏସ.ଡି.ଓ ଅଫିସ ଘେରାଉ
୬ ଦଫାଦାବି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସବ୍ ଡିଭିଜିନାଲ ଅଫିସରଙ୍କୁ ପ୍ରଦାନ
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନଗର କଂଗ୍ରେସ ତରଫରୁ ସୋମବାର ପୂର୍ବାହ୍ନରେ କଣ୍ଟାବାଞ୍ଜି ସବ୍ ଡିଭିଜନ ଅଫିସ ଘେରାଓ କରାଯାଇଥିଲା । ଏହି ଘେରାଉ ପୂର୍ବତନ ବିଧାୟକ!-->!-->!-->…
Read More...
Read More...