ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଆବାସ ଘର ଛାତ ଉପରେ ରଡ଼ କାମ କରୁଥିବା ବେଳେ ହାତରେ ଧରିଥିବା ଲୁହା ରଡ଼ ହଟାତ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମୃତକ ହେଲେ ଲକ୍ଷ୍ମଣ ମାଝୀ(୩୦) ବୋଲି ଜଣାପଡ଼ିଛି । ଏହି ଅଘଟଣ…
Read More...

ସାଇପ୍ରିୟା ନଗରରେ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବରେ ପ୍ରବଳ ଭିଡ଼

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହରର ସାଇପ୍ରିୟା ନଗରରେ ଆୟୋଜିତ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବରେ ଶେଷଦିନରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନ ସହ ରାଜ୍ୟବାହାରୁ ମଧ୍ୟ ଭକ୍ତମାନେ ମାଆଙ୍କ ଦର୍ଶନ ପାଇଁ ଏଠାକୁ ଆସିଥିଲେ । ଦୀର୍ଘ…
Read More...

ସ୍ୱର୍ଣ୍ଣପଦକ ବିଜୟିନୀ ସୁନା ଝିଅ ପାୟଲ ନାଗଙ୍କୁ ମୁରିବାହାଲରେ ଭବ୍ୟ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବ୍ୟାଙ୍କକଠାରେ ଅନୁଷ୍ଠିତ ବିଶ୍ୱ ତୀରନ୍ଦାଜ ପାରା ସିରିଜ୍ -୨୦୨୬ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ବିଜୟିନୀ ସୁନା ଝିଅ ପାୟଲ ନାଗ ନିଜ ଜନ୍ମମାଟି ଯମୁନାବାହାଲକୁ ଫେରିଥିବାରୁ ବୁଧବାର ମୁରିବାହାଲ ବ୍ଲକ ଗୁଡିଘାଟ ଛକରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା…
Read More...

ଓସିଏସ୍ ପରୀକ୍ଷାରେ କେସିଙ୍ଗା ପାଇଁ ଗୌରବ ଆଣିଛନ୍ତି କନକ ପ୍ରଭା ଜୈନ ଓ ସଂଗୀତା ସେଠି

କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡ଼ିଶା ସରକାରଙ୍କ ଅଧିନସ୍ଥ ଓସିଏସ୍ ୨୦୨୪ର ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ କେସିଙ୍ଗାର କନକ ପ୍ରଭା ଜୈନ ବାପା ସନ୍ତୋଷ କୁମାର ଜୈନ ଓ ମା' ନମିତା ଜୈନ ସମଗ୍ର ରାଜ୍ୟରେ ଚତୁର୍ଥ ରେଙ୍କରେ ଓପିଏସ୍‌ସି ପରୀକ୍ଷା କ୍ଲିଅର୍…
Read More...

ସୁବର୍ଣ୍ଣପୁର ପୋଲିସର ଚଢ଼ାଉ : ବିପୁଳ ପରିମାଣର ଗଞ୍ଜେଇ, କଫ ସିରଫ ଓ ୨ ଗୋଟି ପିସ୍ତଲ ସହ ୭ ଅଭିଯୁକ୍ତ ଗିରଫ

ମାଫିଆ ଡ଼ାକିଲେଣି ତ୍ରାହି ତ୍ରାହି ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ନିଶା ମୁକ୍ତ ଅଭିଯାନରେ ପୁଣି ସଫଳତା ମିଳିଛି । ଜିଲ୍ଲାର ସୋନପୁର ଓ ବୀରମହାରାଜପୁର ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ, କଫ ସିରଫ, ୨ ଗୋଟି ବନ୍ଧୁକ ସହ ନଗଦ ୪ ଲକ୍ଷ…
Read More...

ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷା ପାଣି, ଡ୍ରେନ ଜାମ ଯୋଗୁଁ ଜନଜୀବନ ପ୍ରଭାବିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ବୁଧବାର ସନ୍ଧ୍ୟା ସମୟରେ ପ୍ରାୟ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ସହ ଘଡଘଡି ଓ ବିଜୁଳି ମାରିଥିବା ଦେଖିବାକୁ ମିଳିଥିଲା । ହଠାତ୍ ଆରମ୍ଭ ହୋଇଥିବା ଏହି ବର୍ଷାରେ ବାଲିଗୁଡା ବସଷ୍ଟାଣ୍ଡ ଅଞ୍ଚଳ ସମ୍ପୂର୍ଣ୍ଣ…
Read More...

ଶତାୟୁ ପୁରୁଷ ତଥା ଧର୍ମ ପରାୟଣ କୁଦ ପାତ୍ରଙ୍କ ୧୦୬ ବୟସରେ ପରଲୋକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ୍‌ଏସିର ସର୍ବ ବୃହତ୍ତମ ସାହି ଅନ୍ତର୍ଗତ ବାଲିଗୁଡା ନୂଆସାହି ନିବାସୀ ଶତାୟୁ ପୁରୁଷ ତଥା ଧର୍ମ ପରାୟଣ କୁଦ ପାତ୍ରଙ୍କ ବୁଧବାର ସକାଳ ଦଶ ଘଟିକା ସମୟରେ ନୂଆସାହି ସ୍ଥିତ ନିଜ ବାସଭବନରେ ବିୟୋଗ ଘଟିଛି । ମୃତ୍ୟୁ…
Read More...

ଶିବ ରଥଙ୍କ ବିୟୋଗରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ଶୋକ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ଜଣେ ସକ୍ରିୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ନାରାୟଣ ରଥଙ୍କ ବିୟୋଗରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ପ୍ରଥମେ ମଂଚର ସଭାପତି ପ୍ରଭାକର ମିଶ୍ରଙ୍କ ଆହ୍ୱାନ କ୍ରମେ…
Read More...

କୋଲକାତାଠାରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ର ମୁଖ୍ୟ କାର୍ଯ୍ୟକ୍ରମ; ବିଷୟବସ୍ତୁ ‘ସ୍ୱାସ୍ଥ୍ୟକର…

ଆଇଡିୱାଇ ୨୦୨୬ର ୨୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭରେ ଖଜୁରାହୋରେ ହଜାର ହଜାର ଲୋକଙ୍କ ଯୋଗଦାନ'ଯୋଗ ସଙ୍ଗମ ପୋର୍ଟାଲ', 'ଯୋଗ ପାର୍କ ପୋର୍ଟାଲ', ଏବଂ ନୂତନ 'ଯୋଗ ଟି-ସାର୍ଟ' ଉନ୍ମୋଚିତ"ଖଜୁରାହୋରେ ଯୋଗ ଏବଂ ସୁସ୍ଥତା ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ହେବାର ସମ୍ଭାବନା ଅଛି": ଶ୍ରୀ…
Read More...

ଖୁବଶୀଘ୍ର ଚାଲିବ ପ୍ରଥମ ସ୍ବଦେଶୀ ହାଇଡ୍ରୋଜେନ୍ ଟ୍ରେନ୍

ଭାରତୀୟ ରେଳବାଇ ଦ୍ବାରା ଅନୁମୋଦିତ ଏହି ୧୦ ଡବା ଓ ୧୨୦୦ କିଲୋଓ୍ବାଟ୍ ଇଂଜିନ ବିଶିଷ୍ଟ ରେଳଗାଡ଼ି ଜିନ୍ଦ୍—ସୋନିପତ ସେକ୍ସନରେ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ଚାଲିବସ୍ବଚ୍ଛ ଓ ସ୍ଥାୟୀ ରେଳ ଚାଳନା ଲାଗି ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ପ୍ରଯୁକ୍ତି ବ୍ୟବହାର କରିବାରେ ବିଶ୍ବର ମୁଷ୍ଟିମେୟ…
Read More...