ଓଡ଼ିଶାରେ ଇନ୍ଧନ ଯୋଗାଣ ସ୍ଥିର : ଖାଉଟି ଅଭିଯୋଗ ନିରାକରଣ ବ୍ୟବସ୍ଥାକୁ ସୁଦୃଢ କଲା ଇଣ୍ଡିଆନ୍ ଅଏଲ୍

ଭୁବନେଶ୍ୱର, (ପିଆଇବି) : ଜାରି ରହିଥିବା ଭୂ-ରାଜନୈତିକ ପରିସ୍ଥିତି ଯୋଗୁଁ ଅନ୍ତର୍ଜାତୀୟ ଉର୍ଜ୍ଜା ବଜାର ପ୍ରଭାବିତ ହେବାସତ୍ତ୍ବେ ଓଡ଼ିଶାରେ ଏଲପିଜି, ପେଟ୍ରୋଲ୍ ଓ ଡିଜେଲ ଯୋଗାଣ ସ୍ୱାଭାବିକ ଓ ସ୍ଥିର ରହିଛି ବୋଲି ଇଣ୍ଡିଆନ୍ ଅଏଲ୍ ସ୍ପଷ୍ଟ କରିଛି । ରାଜ୍ୟବ୍ୟାପୀ ବିଭିନ୍ନ ଅତ୍ୟାବଶ୍ୟକ
Read More...

ସଚେତନ କୃଷକ ମଞ୍ଚର ଦାବିପତ୍ର ପ୍ରଦାନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଇନ୍ଦ୍ରାବତୀ ବୃହତ ଉଠା ଜଳସେଚନ ମାଧ୍ୟମରେ କଳାହାଣ୍ଡି ଜିଲ୍ଲା କୋକସରା, ଜୟପାଟଣା ଓ ଧର୍ମଗଡ ବ୍ଲକର ୧୮, ୮୫୫ ହଜାର ହେକ୍ଟର ଚାଷଜମିରେ ଚଳିତ ରବି ଚାଷ ଧାନ ଫସଲ ପାଇଁ ୩ ବ୍ଲକର ୭୬ ଗ୍ରାମର ୫୬,୬୪୦ ଜଣ ଚାଷୀ ରବି ଧାନ ପାଇଁ ଜଳସେଚନ କରାଯାଇଛି
Read More...

ସୁବର୍ଣ୍ଣପୁର ଠାରେ ସିଏମ୍ ଟ୍ରଫିର ଉଦଘାଟନ

ଭାଗ ନେଲେ ୪୮ ଗୋଟି ଦଳ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗ ସହଯୋଗରେ ୧୪ ବର୍ଷ ରୁ କମ "ମୁଖ୍ୟମନ୍ତ୍ରୀ ଟ୍ରଫି" ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି, ଖୋ ଖୋ, ଭଳିବଲ ଚାମ୍ପିୟନସିପ -୨୦୨୬
Read More...

ଲଣ୍ଠନ ଆଲୋକରୁ ଆଇଆଇଟି ପ୍ରଫେସର୍ ପର୍ଯ୍ୟନ୍ତ ଡ଼ା. ଧନଞ୍ଜୟ ଠାକୁରଙ୍କ ଅସାଧାରଣ ସଫଳତା ଗାଥା

ପଦ୍ମପୁର, (ନିରୋଜ କୁମାର ପାଣୀ) : “ସଫଳତା ସମ୍ପଦରୁ ନୁହେଁ, ସାହସ ଓ ଅଦମ୍ୟ ପ୍ରୟାସରୁ ଆସେ” ଏହି କଥାକୁ ନିଜ ଜୀବନରେ ସତ୍ୟ କରିଦେଇଛନ୍ତି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ ଗାଁର ଚାଷୀ ପୁଅ ଡ଼ା. ଧନଞ୍ଜୟ ଠାକୁର । ଦୁର୍ବଳ ପରିସ୍ଥିତିରେ ଜନ୍ମ ନେଇ ଲଣ୍ଠନ ଆଲୋକରେ ପଢ଼ିଥିବା ଏହି
Read More...

ସି.ଏମ୍‌. ଟ୍ରଫି ବାଳିକା କବାଡି଼ ଚମ୍ପିଆନ୍‌ସିପ୍ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ସୁନ୍ଦରଗଡ଼ ଆଥଲେଟିକ୍ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ସି.ଏମ୍‌.ଟ୍ରଫି ଅନ୍ତଃକ୍ଲବ୍ ଓ ଅନ୍ତଃଜିଲ୍ଲା ବାଳିକା କବାଡି଼
Read More...

ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ : ବଣ୍ଟା ହେଲା ହାଇଟେକ୍ ଜମିପଟ୍ଟା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ହାଇଟେକ୍ ସର୍ଭେ ନାମରେ ଦୀର୍ଘ ୧୦ ବର୍ଷ ହେବ ଲାଗି ରହିଥିବା ଜମି ପଟ୍ଟା ସମସ୍ୟାର ଅନ୍ତ । ଜମିପଟ୍ଟା ନ ପାଇ ଜିଲ୍ଲାର ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗୁଥିଲେ । ଜିଲ୍ଲାବାସୀଙ୍କୁ ଆଜି ଠାରୁ ଜମିପଟ୍ଟା ବଣ୍ଟନ
Read More...

ହିନ୍ଦୀ ଭାଷା ଜାତୀୟ ସଂହତିର ଏକ ପ୍ରମୁଖ ମାଧ୍ୟମ : ଏଡିଜି ଅଖିଳ କୁମାର ମିଶ୍ର

ଭୁବନେଶ୍ୱର, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଆଜି ଏକ "ରାଜଭାଷା ହିନ୍ଦୀ କର୍ମଶାଳା" ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି
Read More...

ସ୍ୱସ୍ତି ଝଙ୍କାରର ୨୭ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ

ପ୍ରଥମ ଦିନରେ 'ପ୍ରଜାପତିର ଡେଣା' ଓ ଦ୍ୱିତୀୟ ଦିନରେ ବିଦ୍ରୋହ ନିଜ ବିରୁଦ୍ଧରେ ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ୱସ୍ତି ଝଙ୍କାର ଓ ସ୍ୱସ୍ତି ସାହିତ୍ୟ ସଂସଦ ରାଉରକେଲା ଆୟୋଜିତ ୪୬ତମ ବାର୍ଷିକୋତ୍ସବ ଓ ୨୬ତମ ରାଜ୍ୟ
Read More...

କେସିଙ୍ଗା ନଗର ବିଜେପି ମଣ୍ଡଳ ବୈଠକରେ ବିଭିନ୍ନ ମୋର୍ଚ୍ଚା ସଭାପତି ଚୟନ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଗାମୀ ନିର୍ବାଚନକୁ ଆଖିରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ଦଳକୁ ବୁଥ୍ ସ୍ତରରେ ମଜବୁତ୍ କରିବା ପାଇଁ ବୈଠକ ଆରମ୍ଭ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କେସିଙ୍ଗା ନଗର ବିଜେପି ପକ୍ଷରୁ ଏକ ସାଧାରଣ ବୈଠକ କେସିଙ୍ଗା ଷ୍ଟେଟ ବ୍ୟାଙ୍କ୍ ପାଖରେ ଥିବା ଅରୁଣ
Read More...

ଭବାନୀପାଟଣା ଜିଲ୍ଲା କାରାଗାରରୁ ବିଚରାଧୀନ କଏଦୀ ଫେରାର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ଜିଲ୍ଲା କାରାଗାରରୁ ଜନୈକ ବିଚାରାଧୀନ କଏଦୀ ଫେରାର ମାରିଥିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାନୁଯାୟୀ, ସଦର ଥାନା ଅନ୍ତର୍ଗତ ଠେମରା ଗ୍ରାମର ଜଗନ୍ନାଥ ଶବର ନାମକ ବିଚାରାଧୀନ କଏଦୀ ମଙ୍ଗଳବାର ବିଳମ୍ବିତ ରାତ୍ରିରେ
Read More...