କେସିଙ୍ଗା ନୂତନ ମହିଳା ମୋର୍ଚ୍ଚା ସଭାପତି ଯାଜ୍ଞସେନୀ ସାହୁ
କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜି କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ ଓ କେସିଙ୍ଗା ନଗର ପ୍ରଭାରୀ ମୁକେଶ ଅଗ୍ରୱାଲଙ୍କ ନେତୃତ୍ଵରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେସିଙ୍ଗା ବିଜେପି ପାର୍ଟୀର ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା!-->…
Read More...
Read More...