କୋଏଲନଗର କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ପଥଚାରୀଙ୍କୁ ଶୀତଳ ପାନୀୟ ବଣ୍ଟନ
ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳାମାନଙ୍କ ଦ୍ୱାରା ପରିଚାଳିତ କୋଏଲନଗର କୀର୍ତ୍ତନ ମଣ୍ଡଳୀ ଗତ କିଛି ବର୍ଷ ଧରି ପ୍ରତ୍ୟେକ ମଙ୍ଗଳବାର ନିୟମିତ ଭାବେ ସତସଙ୍ଗ ଓ କୀର୍ତ୍ତନ ଆୟୋଜନ କରୁଛନ୍ତି । ଏହି ପରମ୍ପରାକୁ ଅଗ୍ରସର କରି ଗତ ରବିବାର ଦିନ ମଣ୍ଡଳୀର ସଦସ୍ୟାମାନେ ଏକ ସମାଜସେବାମୂଳକ!-->…
Read More...
Read More...