Yearly Archives

2026

ଲୋକକଳା ସଂଘ ପକ୍ଷରୁ ସ୍ୱର୍ଗତ ସଂଚାର ଗୁରୁ ଦୁଃଖନାଶନ ବେହେରାଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ସ୍ୱର୍ଗତ ଗୁରୁ ଦୁଃଖନାଶନ ବେହେରା ଥିଲେ ସଂଚାର କଳାର ଜଣେ ଅନନ୍ୟ ପ୍ରତିଭା ଓ ଗବେଷକ : ଲୋକ କଳାକାର ସଂଘ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାର୍ଯ୍ୟାଳୟ ପରିସର ସଭାଗୃହ ଠାରେ ପାଇକମାଲ ବ୍ଲକ ଲୋକକଳା ସଂଘ ପକ୍ଷରୁ ସ୍ୱର୍ଗତ ସଂଚାର ଗୁରୁ ଦୁଃଖନାଶନ
Read More...

କଣ୍ଟାବାଞ୍ଜି ରେଳବାଇ ଷ୍ଟେସନରେ ଦାଦନ ଶ୍ରମିକଙ୍କ ମୃତଦେହ

ଟ୍ରେନରେ ଫେରୁଥିବା ବେଳେ ଘଟିଲା ଅଘଟଣ, ପୋଲିସର ତଦନ୍ତ ଆରମ୍ଭ କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଦାଦନ ଖଟିବାକୁ ଯାଇ ଫେରୁଥିବା ବେଳେ ଦାଦନ ଶ୍ରମିକ ମୃତ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳବାଇ ଷ୍ଟେସନରେ ଜଣେ ଦାଦନ ଶ୍ରମିକଙ୍କ ମୃତଦେହ । ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର
Read More...

ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ମାତୃ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ହ୍ୟୁମାନିଟି ଫାଉଣ୍ଡେସନ ପକ୍ଷରୁ ମାତୃ ଦିବସ ଉପଲକ୍ଷେ ଟିମ୍ବର୍ କଲୋନୀ ସ୍ଥିତ ଶାନ୍ତି ଭବନ ପ୍ରାଙ୍ଗଣରେ ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମନୋରମା ପାଣ୍ଡେ ଏବଂ ଶାନ୍ତି ଭବନର ଅଧ୍ୟକ୍ଷା
Read More...

ପାଇକମାଲରେ ବିଜେପିର ବିରାଟ ଜନ ଆକ୍ରୋଶ ମହିଳା ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ରାଜ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହେଉଛି । ଏ ଅବସରରେ ଆଜି ପାଇକମାଲରେ ମଧ୍ୟ ବିରାଟ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା । ବିଜେପି ଜିଲ୍ଲା ସାଧାରଣ ସଂପାଦକ ସରୋଜ ସାମଲଙ୍କ ସଭାପତିତ୍ୱରେ
Read More...

ବିଜେପି ମଧୁବାବୁ ମଣ୍ଡଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ମଧୁବାବୁ ମଣ୍ଡଳର ସାଙ୍ଗଠନିକ ବୈଠକ ସେକ୍ଟର ୬ ସ୍ଥିତ କମ୍ୟୁନିଟି ସେଣ୍ଟର ପ୍ରାଙ୍ଗଣରେ ମଣ୍ଡଳ ସଭାନେତ୍ରୀ ପ୍ରତିମା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟଅତିଥି
Read More...

ସହରର ବିବିଧ ଉନ୍ନୟନ କାର୍ଯ୍ୟ ପାଇଁ ଗୃହ ଓ ନଗର ବିଭାଗ ଉନ୍ନୟନ ମନ୍ତ୍ରୀଙ୍କୁ ବିଜେପିର ସ୍ମାରକ ପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗତକାଲି ରାତିରେ ୨ ଦିନିଆ ରାଉରକେଲା ଗସ୍ତରେ ଆସି ପହଞ୍ଚିଛନ୍ତି । ସେ ରାଉରକେଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ମଧ୍ୟ ପହଞ୍ଚିଥିଲେ । ଆଜି
Read More...

ଟ୍ୱେଲ ପକ୍ଷରୁ ରାଉରକେଲାର ମାନସୀ ଦାସମହାପାତ୍ରଙ୍କୁ ଭାରତ ଆଇକନିକ୍ ପୁରସ୍କାର ୨୦୨୬

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷର ଭାରତ ଆଇକନିକ୍ ପୁରସ୍କାର-୨୦୨୬ ରାଉରକେଲାର ମାନସୀ ଦାସମହାପାତ୍ର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ହାଇଦ୍ରାବାଦରେ ଅନୁଷ୍ଠିତ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ ବର୍ଗରେ ଭାରତ ଆଇକନିକ୍ ପୁରସ୍କାର-୨୦୨୬ର ବିଜେତା ଓଡିଶାର ରାଉରକେଲାରୁ
Read More...

ଇସ୍ପାତ୍ ସାହିତ୍ୟ ସଂସଦ ପକ୍ଷରୁ ଭୀମଭୋଇ ଜୟନ୍ତୀ ପାଳିତ

ଭୀମ ଭୋଇଙ୍କ କାଳଜୟୀ ସାହିତ୍ୟ ସମାଜ ଗଠନର ଆଲୋକବର୍ତ୍ତିକା ସାଜିଛି ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସନ୍ଥକବି ଭୀମଭୋଇ ଜୟନ୍ତୀ ପାଳନ ଅବସରରେ ସାହିତ୍ୟ ସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର
Read More...

ରାଜ୍ୟସ୍ତରୀୟ ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ଯୋଜନା ବୈଠକରେ ଶ୍ରମିକ ଶକ୍ତି ସଂଘ ହେଲେ ସମ୍ବର୍ଦ୍ଧିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଭାରତ ର୍ୟୁରାଲ ଲାଇଭଲିହୁଡ ଫାଉଣ୍ଡେସନ ନୂଆଦିଲ୍ଲୀ ତରଫରୁ ଆୟୋଜିତ ରାଜ୍ୟର ରାଜଧାନୀ ଭୁବନେଶ୍ୱର ସ୍ଥିତ ହୋଟେଲ ପ୍ରେସିଡେନ୍ସିରେ ୨୦୨୫ - ୨୬ର ଶ୍ରମିକ ଶକ୍ତିସଂଘର କାର୍ଯ୍ୟ ଯଥା : ସଏଲଲେସ ନର୍ସରୀ, ପରିବେଶ ଅନୁକୂଳ ଚାଷ ଓ ଉତ୍ପାଦକ ଗୋଷ୍ଠୀର ଦକ୍ଷତା
Read More...

କେନାଲରେ ମିଶୁଛି ମିଲରୁ ନିର୍ଗତ ବିଷାକ୍ତ ପାଣି

ବରଗଡ, (ମୁନ୍ନା ସାହୁ) : କେନାଲରେ ମିଶୁଛି ମିଲରୁ ନିର୍ଗତ ବିଷାକ୍ତ ପାଣି । ଖୁଲ୍ଲମ ଖୁଲ୍ଲା ହେଉଛି ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ନିୟମ ଉଲଙ୍ଘନ । କାରଣ ଦର୍ଶାଅ ନୋଟିସରେ ସୀମିତ ରହୁଛି କାର୍ଯ୍ୟାନୁଷ୍ଠାନ । ବରଗଡ଼ ଜିଲ୍ଲାରେ ମିଲମାନଙ୍କରୁ ନିର୍ଗତ ବିଷାକ୍ତ ପାଣି ସିଧାସଳଖ କେନାଲରେ
Read More...