Yearly Archives

2026

ବେହେରାପାଲି ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୨ ଅଗଷ୍ଟ ୨୦୨୬ ଦିନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା (ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ)ତରଫରୁ ଏକ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ବେହେରାପାଲି ବଲାଙ୍ଗିର ଠାରେ ଅନୁଷ୍ଠିତ ହେଇଯାଇଛି । ଏହି ସ୍ୱାସ୍ଥ୍ୟ…
Read More...

ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ସ୍ୱର୍ଗୀୟା ଦାଦି ପ୍ରକାଶ ମଣିଜିଙ୍କର ୧୯ ତମ ପୁଣ୍ୟ ତିଥି ସ୍ମୁତି ଦିଵସ ପାଳନ ଅବସରରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ଏକ ରକ୍ତଦାନ…
Read More...

ସୁବର୍ଣ୍ଣପୁର ସିନିୟର ଫୁଟବଲ୍ ଲିଗ ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ

୨-୦ ଗୋଲରେ ରିଜର୍ଭ ପୋଲିସ ଦଳ ବିଜୟୀ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସିନିୟର୍ ଫୁଟବଲ ଲିଗ ମୁନିସିପାଲିଟି ଜୋନ୍ ଆଜି ଗାନ୍ଧୀ ଷ୍ଟାଡିୟମ୍ ଠାରେ ଉଦ୍‌ଘାଟିତ ହୋଇଯାଇଛି । ସୋନପୁର ରିଜର୍ଭ ପୋଲିସ ଦଳ ଓ ସୃଜନ ନାଗ ଫୁଟବଲ୍ ଏକାଡେମୀ ମଧ୍ୟରେ ଆଜି ଉଦଘାଟନୀ ମ୍ୟାଚ…
Read More...

ଟିଟିଲାଗଡ ଅଗ୍ରୱାଲ ସେବା ସମିତି ପକ୍ଷରୁ କାଉଡିଆଙ୍କୁ ରହିବା ବ୍ୟବସ୍ଥା ସହ ଅନ୍ନପ୍ରସାଦ ବଣ୍ଟନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଶ୍ରାବଣ ମାସରେ ହଜାର ହଜାର ସଂଖ୍ୟାରେ ବୋଲବମ କାଉଡ଼ିଆମାନେ ଟିଟିଲାଗଡ ଧବଳେଶ୍ୱର ମନ୍ଦିରକୁ ଜଳ ଢାଳିବା ପାଇଁ ଟିଟିଲାଗଡକୁ ଆସିଥାନ୍ତି । ତେବେ ଏହି ସମୟରେ ସେମାନଙ୍କୁ ଦୀର୍ଘ ୨୯ ବର୍ଷ ହେଲା ଟିଟିଲାଗଡ ଅଗ୍ରୱାଲ ସେବା ସମିତି ପକ୍ଷରୁ…
Read More...

କଳାହାଣ୍ଡିରେ ଲଗାଣ ବର୍ଷା : ଜନ ଜୀବନ ପ୍ରଭାବିତ, ଅନେକ ସ୍ଥାନରେ ଯୋଗାଯୋଗ ବିଛିନ୍ନ

ଇନ୍ଦ୍ରାବତୀ ହାତୀ ବ୍ୟାରେଜରୁ ଛଡାହେଲା ପ୍ରଥମ ବନ୍ୟା ଜଳହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଗତ ଦୁଇଦିନ ଧରି କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଥବାରୁ ଜନ ଜୀବନ ପ୍ରଭାବିତ ହୋଇଛି । ରବିବାର ସକାଳ ଶୁଦ୍ଧା ଜିଲ୍ଲାରେ ୧୦୨୩. ୧…
Read More...

ଗାଁ ମୁହାଁ ତହଁକ୍ କୁଟୁମ୍ : ତହଁକ୍ କୁଟୁମ୍‌ର “ହଜ୍‌ଲା ରସ୍‌ ନୁର୍‌ମା ଆସ” କାର୍ଯ୍ୟକ୍ରମ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଚନ୍ଦନଭାଟି ଠାରେ କୋଶଲି ଭାଷାର ସୁରକ୍ଷା ପାଇଁ ତହଁକ କୁଟୁମର ନିଆରା କାର୍ଯ୍ୟକ୍ରମ "ହଜ୍‌ଲା ରସ୍‌ ନୁର୍‌ମା ଆସ" ଲୁକି ଯାଉଥିବା ବଖାନି ଓ ଲୋକ କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଲୋକ ସଂସ୍କୃତି ଉପରେ…
Read More...

ଓଡ଼ିଶା ଶିଶୁ ଆୟୋଗ ସଦସ୍ୟାଙ୍କ ବକ୍ତବ୍ୟକୁ ନେଇ ବିହାରୀ ସମାଜର କ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ଶିଶୁ ଆୟୋଗ ସଦସ୍ୟା କଳ୍ପନା ଲେଙ୍କାଙ୍କ ଏକ ବକ୍ତବ୍ୟ ପାଇଁ ରାଉରକେଲାରେ ରହୁଥିବା ବିହାରୀ ସମ୍ପ୍ରଦାୟଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ବାସନ୍ତୀ କଲୋନୀ ସ୍ଥିତ ବିହାର ସାଂସ୍କୃତିକ ପରିଷଦ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର…
Read More...

ସାଇବର୍ ଠକଙ୍କ ଠାରୁ ସାବଧାନ ରହିବାକୁ ପରାମର୍ଶ ଦେଲେ ଗଞ୍ଜାମ ଏସ୍‌ପି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ବରିଷ୍ଠ ନାଗରିକଙ୍କ ପାଇଁ ଆୟୋଜିତ ହୋଇଛି ସାଇବର ସଚେତନତା କାର୍ଯ୍ୟକ୍ରମ । ଶିବ କୁମାର ପଟ୍ଟନାୟକ ରିଡିଂରୁମ୍ ପରିସରରେ ଆୟୋଜିତ ଏହି ସମାବେଶରେ ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଗଞ୍ଜାମ…
Read More...

ସ୍କୁଟିରେ ବୁଲି ବୁଲି କଫ୍‌ ସିରଫ୍‌ ବିକ୍ରିଥିଲେ : ମାଡ଼ି ବସିଲା ପୋଲିସ୍‌

ବରଗଡ଼, (ମୁନ୍ନା ସାହୁ) : ହୋଣ୍ଡା ଏକ୍‌ଟିଭା ସ୍କୁଟିରେ ବୁଲି ବୁଲି କଫ୍‌ ସିରଫ୍‌ ବିକ୍ରି କରୁଥିଲେ । ମାଡ଼ି ବସିଲା ପୋଲିସ୍‌ । ଏବେ ବେଆଇନ୍‌ କଫ୍‌ ସିରଫ୍‌ କାରବାର ରୋକିବା ଦିଗରେ ତତ୍ପର ହୋଇ ଉଠିଛି ବରଗଡ଼ ପୋଲିସ । ବରଗଡ଼ ଏସ୍‌ପିଙ୍କ ନିର୍ଦ୍ଦେଶରେ ଅଂଚଳରେ ରୀତିମତ ବେଆଇନ୍‌ କଫ୍‌…
Read More...

ରୋଟାରୀ ସନ୍ତରଣ ପ୍ରତିଯୋଗିତା ୨୦୨୬

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ ଖେଳ ଦିବସ ଉପଲକ୍ଷେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ରୋଟାରୀ ସନ୍ତରଣ ପ୍ରତିଯୋଗିତା ୨୦୨୬ ସ୍ଥାନୀୟ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ସ୍ଥିତ ଇଣ୍ଡୋର ସୁଇମିଂ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାଇବ୍ରାଣ୍ଟର ସଭାପତି…
Read More...