Yearly Archives

2026

ଖୁଜେନପାଲି ରେଳ ଫାଟକରେ ଟ୍ରେନ୍‌ ଧକ୍କାରେ ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟ ଝୁଜେନପାଲି ରେଳ ଫାଟକରେ ଅଘଟଣ। ଟ୍ରେନ୍‌ ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ଜଣକ ପାଟଣାଗଡ଼ ଥାନା ଉଲବା ଗାଁର ପଦ୍ମାବତୀ ମେହେର ବୋଲି ଜଣାପଡ଼ିଛି । ସୋମବାର ସମଲେଶ୍ୱରୀ ଏକ୍ସପ୍ରେସ୍‌ ବଲାଙ୍ଗିର ଷ୍ଟେସନରୁ…
Read More...

ଦ୍ୱିଦିବସୀୟ ଆନ୍ତଃରାଜ୍ୟ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପରିବାର ଓଡ଼ିଶା ଓ ଶ୍ରଦ୍ଧା ଦ୍ଵାରା ମିଳିତ ୨ ଦିନିଆ ୯୮ ତମ ଦ୍ୱିଦିବସୀୟ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ ଓଡିଶା -୨୦୨୬ ବରଟୋଲି ସ୍ଥିତ ପଦ୍ମିନୀ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ ପ୍ରଥମ ଦ୍ଵିଦିବସରେ…
Read More...

ବଲାଙ୍ଗିର ସ୍ୱାଭିମାନ ମଂଚ ଗଠନ

ନରସିଂହଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ କଲେ ଆଲୋଚନାତୃଣମୂଳସ୍ତରର ସମସ୍ୟା ଲୋକଲୋଚନକୁ ଅଣାଯିବ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ବଲାଙ୍ଗିର ସ୍ୱାଭିମାନ ମଂଚ ନାମରେ ଏକ ସଂଗଠନ ଆରମ୍ଭ ହୋଇଛି । ଏହି ସଂଗଠନରେ ବିଭିନ୍ନ ବର୍ଗ ଯଥା ଶିକ୍ଷା,…
Read More...

ସିଲକୁଟା ଜଙ୍ଗଲରୁ ମାଓ ଡମ୍ପ ଠାବ : ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୁଲିସ ଜିଲ୍ଲାରେ ମାଓ ଦମନ ଅଭିଯାନରେ ପୁଣି ବଡ଼ ସଫଳତା ମିଳିଛି । କେ. ବଲାଙ୍ଗ ଥାନା ଅନ୍ତର୍ଗତ ସିଲକୁଟା ରିଜର୍ଭ ଫରେଷ୍ଟରୁ ଏକ ଗୁପ୍ତ ମାଓ ଡମ୍ପକୁ ପୁଲିସ ଠାବ କରିଛି । ପୁଲିସ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଗତ ୨୩ ତାରିଖରେ ଆତ୍ମସମର୍ପଣ…
Read More...

ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ବଲାଙ୍ଗିରରେ ଆୟୁଷ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନେତାଜୀ ସଂଗ୍ରାମ ପରିଷଦ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ଆୟୁଷ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ନେଇ ଦୃଢମତ ଉଠିଛି । ତ୍ରୈମାସିକ ମୁଖପତ୍ର ସୁଭାଷ ଚିନ୍ତନ ଚତୁର୍ଥ ବର୍ଷ ତୃତୀୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଭଗବତୀ…
Read More...

ମାଙ୍କଡ଼ ମାନଙ୍କର ଉପଦ୍ରବରେ ଛାତ ଉପରୁ ପଡ଼ି ଯୁବତୀ ଜଣକ ଗୁରୁତର : ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳରେ ମାଙ୍କଡ଼ ମାନଙ୍କର ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି ।ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ବହୁ ବାର ଜନସାଧାରଣଙ୍କର ଦାବୀ ହୋଇ ଆସିଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅବା…
Read More...

ଶ୍ରାବଣ ମାସର ଶେଷ ସୋମବାରରେ ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବଲାଙ୍ଗିର କଅଗାଁର ପ୍ରସିଦ୍ଧ ଶୈବପୀଠ ଶ୍ରୀ ବାବା ଧବଳେଶ୍ୱରଙ୍କ ମନ୍ଦିର । ଆଜି ଭୋର୍‌ ଭୋର୍‌ ମନ୍ଦିରରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥିବା ବେଳେ 'ହରହର ମହାଦେବ' ଧ୍ୱନିରେ…
Read More...

ରାକ୍ଷୀପୂର୍ଣ୍ଣିମାର ଈଶ୍ୱରୀୟ ବାର୍ତ୍ତା 

ଗୋପାଳପୁର/ବାଲେଶ୍ୱର,ଏ ବିଶ୍ୱବ୍ରହ୍ମାଣ୍ଡର ସ୍ୱାମୀ ଇଶ୍ୱରଙ୍କ ସବୁଠାରୁ ଶେଷ୍ଠ ସଂରଚନା ହେଉଛି ମନୁଷ୍ୟ । ଲକ୍ଷ ଲକ୍ଷ ଜୀବଜନ୍ତୁଙ୍କ ମଧ୍ୟରେ ଶେଷ୍ଠଜୀବ ମନୁଷ୍ୟ । ନିଜର ବୃଦ୍ଧି ଓ ବିବେକ ପାଇଁ ଶେଷ୍ଠତ୍ୱର ଆସନ ଅଳକୃତ କରିଛି ମନୁଷ୍ୟ । ଶାସ୍ତ୍ରରେ ଏହା ବର୍ଣ୍ଣନା କରାଯାଇଛି କି କେତେ…
Read More...

ଓଡିଶା ବଞ୍ଜାରା ସେବା ସଙ୍ଘ ପକ୍ଷରୁ ରାଜ୍ୟ କର୍ମକର୍ତ୍ତା ମନୋନୀତ

ଜୟପାଟଣା, (ଶେଷଦେବ ବେହେରା) : ଓଡିଶା ବଞ୍ଜାରା ସେବା ସଙ୍ଘ ପକ୍ଷରୁ ଜୟପାଟଣା ବ୍ଲକ ପୁଝାରିଗୁଡା ଠାରେ ରବିବାର ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଚୟନ ଓ ଆଲୋଚନା ନେଇ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ରାଜ୍ୟ ବଞ୍ଜାରା ସମାଜ ସଭାପତି ତୁଲାରାମ ନାଏକଙ୍କ ସଭାପତିତ୍ୱରେ ମୁଖ୍ୟ…
Read More...

ଏନ୍‌ଟିପିସି ସିଏସ୍ଆର ପାଣ୍ଠିରେ ୫୦ ହାଇସ୍କୁଲରେ ସୌର ଶକ୍ତି ବ୍ୟବସ୍ଥା ସ୍ଥାପନ

ବରଗଡ଼, (ନିରୋଜ କୁମାର ପାଣୀ) : ଏନ୍‌ଟିପିସିର କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସିବିଲିଟି (ସିଏସ୍ଆର) ପାଣ୍ଠିରୁ ବରଗଡ଼ ଜିଲ୍ଲାର ଶିକ୍ଷା କ୍ଷେତ୍ରକୁ ସୌର ଶକ୍ତି ମାଧ୍ୟମରେ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଜିଲ୍ଲାର ୫୦ଟି ହାଇସ୍କୁଲରେ ମୋଟ ୩…
Read More...