Yearly Archives

2026

ତୁରେକେଲା ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସଂସଦର ସାଧାରଣ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସଂସଦର ସାଧାରଣ ବୈଠକ ହିଆଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ବ୍ଲକ ସମ୍ପାଦକ ଶୁଭେନ୍ଦୁ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି…
Read More...

ହୀରାପୁର ଗ୍ରାମର ଯୁବ ପ୍ରତିଭା ଲକ୍ଷ୍ମଣ ରାଉତଙ୍କ ଅକାଳ ବିୟୋଗ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ହୀରାପୁର ଗ୍ରାମର ଯୁବ ପ୍ରତିଭା ଲକ୍ଷ୍ମଣ ରାଉତଙ୍କ ଗତ ଶନିବାର ଦିନ ବିଳମ୍ବିତ ରାତିରେ ୩୪ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ଛାତ୍ର ଜୀବନରୁ ଜଣେ ସଂଗଠକ ଭାବରେ ନିଜର ପରିଚୟ ରଖିଆସିଥିବା ସ୍ଵର୍ଗତ ଲକ୍ଷ୍ମଣ ଭାରତୀୟ…
Read More...

କବିବର ପରିଡାଙ୍କ ବିୟୋଗରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସଂଧ୍ୟା ୬ ଘଟିକା ସମୟରେ ଖଣ୍ଡାୟତ କ୍ଷତ୍ରିୟ ମହାସଭା କାର୍ଯ୍ୟାଳୟ ପରିସରରେ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଦିବଂଗତ କବି ତଥା ଖଣ୍ଡାୟତ ମହାସଭାର ଆଜୀବନ ସଦସ୍ୟ କବିବର ପରିଡ଼ାଙ୍କ ଦେହାନ୍ତ ଅବସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି…
Read More...

ଅଧ୍ୟକ୍ଷାଙ୍କୁ ମିଳିଲା ନିମନ୍ତ୍ରଣ : ବଲାଙ୍ଗିର ପୌର ପରିଷଦକୁ ୧ କୋଟି ଟଙ୍କା ପୁରସ୍କାର

“ଏହି ସମ୍ମାନ ବଲାଙ୍ଗିରବାସୀଙ୍କ ସମ୍ମାନ” : ଅଧ୍ୟକ୍ଷା ଲିକା ସାହୁ ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୦୨୫–୨୬ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ବଲାଙ୍ଗିର ପୌର ପରିଷଦକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ…
Read More...

ଶ୍ରାବଣ ଶେଷ ସୋମବାରରେ ହରିଶଙ୍କରରେ ଭକ୍ତଙ୍କ ଜନସମୁଦ୍ର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଅବସରରେ ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ଭକ୍ତି ଓ ଆଧ୍ୟାତ୍ମିକତାର ଅପୂର୍ବ ପରିବେଶ ସୃଷ୍ଟି ହୋଇଥିଲା । ଭୋଲେବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଆଜି ହରିଶଙ୍କରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା…
Read More...

ଡୁମ୍ଵେରବାହାଲ ସ୍କୁଲରେ ମା’ ପାଇଁ ଗଛଟିଏ : ସାଂସଦ କଲେ ବୃକ୍ଷରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଡୁମ୍ଵେରବାହାଲ ସ୍କୁଲରେ ପ୍ରଧାନ ଶିକ୍ଷକ ହୃଷିକେଶ ବାଗଙ୍କ ଅଧ୍ୟକ୍ଷତାରେ ଏକ ବୃକ୍ଷରୋପଣ ସଭା ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥବା ବେଳେ…
Read More...

ବ୍ୟାସ ପୂଜନ ଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଶିକ୍ଷଣ ମଣ୍ଡଳ ଓ ରାଉରକେଲା କଲେଜ, ରାଉରକେଲାର ମିଳିତ ଆନୁକୂଲ୍ୟରେ ବ୍ୟାସ ପୂଜନ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ମାର୍ଗଦର୍ଶନ ଓ ଓଡ଼ିଆ ବିଭାଗର ବରିଷ୍ଠ ପ୍ରାଧ୍ୟାପିକା…
Read More...

ଏକ ଜାତୀୟ ସ୍ତରର ବିଜ୍ଞାନ ଆନ୍ଦୋଳନ ତଥା ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ବୈଠକ

କେସିଙ୍ଗା, (ପ୍ରୀତେଶ ପଟେଲ) : ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ମନସ୍କତା, ଅନୁସନ୍ଧାନମୂଳକ ଚିନ୍ତାଧାରା ଓ ସମସ୍ୟା ସମାଧାନ କୌଶଳ ବିକଶିତ କରିବା ପାଇଁ ଆରମ୍ଭ ହୋଇଥିବା ଏକ ଜାତୀୟସ୍ତରର ବିଜ୍ଞାନ ଆନ୍ଦୋଳନ ତଥା ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ସଫଳତାର ସହ ଅଂଶଗ୍ରହଣ…
Read More...

ଛାତରୁ ପଡ଼ି ମହିଳା ମୃତ : ବଲାଙ୍ଗିର ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ହେଲା ଶବ ବ୍ୟବଚ୍ଛେଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛାତରୁ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି । ମୃତ ମହିଳା ଜଣକ କଳାହାଣ୍ଡି ଜିଲ୍ଲା ବିନ୍ଧାଣୀଗୁଡ଼ା ଉର୍ମିଳା ଶବର ହୋଇଥିବା ଜଣାପଡ଼ିଛି । ସେ ତାଙ୍କ ମା' ଘରକୁ ଆସିଥିବା ବେଳେ ବର୍ଷା ହେଉଥିବାରୁ ଭୋରରୁ ଛାତ ଉପରକୁ ଯାଇଥିଲେ । ଏତିକି…
Read More...

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ମହାରୁଦ୍ରାଭିଷେକ ଅନୁଷ୍ଠିତ : ପୂଜାରେ ବସିଲେ ୨୩ ଦମ୍ପତି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଏହି ପୁଣ୍ୟ ମାସରେ ଟିଟିଲାଗଡ ଲାୟନ୍ସ କ୍ଲବର ସଦସ୍ୟମାନେ ପ୍ରଭୁ ଶିବଙ୍କ ଆରାଧନା କରିବା ସହ କ୍ଲବ୍ ସଭାପତି ମନୀଷ ଗୁପ୍ତାଙ୍କ ନେତୃତ୍ୱରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ୨୩ ଜଣ ଦମ୍ପତିଙ୍କୁ ନେଇ ଏକ…
Read More...