ପୁରେନା ଗାଁର ପୂର୍ବତନ ୱାର୍ଡମେମ୍ବର ବାଳମୁକୁନ୍ଦ ଭୋଇଙ୍କ ପରଲୋକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ପଞ୍ଚାୟତର ପୁରେନା ଗାଁର ବରିଷ୍ଠ ସମାଜସେବୀ ଓ ପୂର୍ବତନ ୱାର୍ଡମେମ୍ବର ବାଳମୁକୁନ୍ଦ ଭୋଇଙ୍କର ୮୫ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ବିୟୋଗ ଖବର ପ୍ରକାଶ ପାଇବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା!-->…
Read More...
Read More...