Yearly Archives

2026

ଲୋଇସିଂହା ରେଳଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ରେଳ ସୁରକ୍ଷା ବଳ ଓ ଲୋଇସିଂହା ଅବକାରୀ ବିଭାଗ ମିଳିତ ଭାବେ ଲୋଇସିଂହା ରେଳଷ୍ଟେସନ ଠାରେ ଚଢ଼ାଉ କରି ୧୨ କେଜି ୫ ଶହ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାଯାଇଛି । ଏଥି ସହିତ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ବିହାର ରାଜ୍ୟ ପଶ୍ଚିମ ଚମ୍ପାରଣ…
Read More...

କିରୋଲସ୍କର ପାୱାର ଗ୍ରୀନର କଷ୍ଟମର ମିଟ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ କିରୋଲସ୍କର ପାୱାର ଗ୍ରୀନ୍ ପକ୍ଷରୁ କଷ୍ଟମର ମିଟ୍ କାର୍ଯ୍ୟକ୍ରମ । ସ୍ଥାନୀୟ ହୋଟେଲ ସେଲିବ୍ରେଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଉଣ୍ଡଲେସ୍ ଜେନେରେଟରର ବିଭିନ୍ନ ସୁବିଧା ଓ ବୈଶିଷ୍ଟ୍ୟ ସମ୍ପର୍କରେ ଗ୍ରାହକଙ୍କୁ ଅବଗତ କରାଯାଇଥିଲା ।…
Read More...

ଦିଗପହଣ୍ଡି ବ୍ଲକ କଇଠଖଣ୍ଡିରେ କଂଗ୍ରେସ ବିଏଲଏ-୨ ପକ୍ଷରୁ ସମ୍ବର୍ଦ୍ଧନା ସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସାଙ୍ଗଠନିକ ମୂଳଦୁଆ ଆହୁରି ସୁଦୃଢ଼ । ମୋଟ ବୁଥ୍‌ର ୨୦୦ରୁ ଅଧିକ ବିଏଲଏ-୨ଙ୍କୁ ସଫଳତାର ସହ ନିଯୁକ୍ତି ଓ ପ୍ରଶିକ୍ଷଣ ଦିଆଯିବା ପରେ, ଏହି ସଫଳତାକୁ ଉତ୍ସବ ଭାବେ ପାଳନ କରିବା ଉଦ୍ଦେଶ୍ୟରେ…
Read More...

କାରରେ ଚାଲିଥିଲା ଗୋରୁ ଚାଲାଣ : ୨ ଗୋରୁ ଉଦ୍ଧାର, ଗାଡ଼ି ଜବତ; ଚାଳକ ଫେରାର

ଭଦ୍ରକ : ଭଦ୍ରକ ଜିଲ୍ଲାରେ ଥମୁନି ଗୋରୁ ଚାଲାଣ । ପୁଲିସର ଘନଘନ ଚଢ଼ାଉ ସତ୍ତ୍ୱେ ଚାଲାଣକାରୀମାନେ ନୂଆ ନୂଆ ଉପାୟରେ ଗୋରୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଧାମନଗର ଥାନା ହବିବନଗର ଅଞ୍ଚଳରୁ । କଟଣାପାହି ପଡ଼ିଆ ନିକଟରେ ଏକ କାର ଯୋଗେ ଗୋରୁ ଚାଲାଣ…
Read More...

ରାଉରକେଲା ଷ୍ଟିଲ ସିଟି ରୋଟାରୀ କ୍ଲବ ପକ୍ଷରୁ ଛତୁ ଚାଷ ପ୍ରଶିକ୍ଷଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ଛତୁ ଚାଷ କମିଟି ପକ୍ଷରୁ ଖରିଆବାହାଲ ବସ୍ତିରେ ଆଡଲ୍ଟ ଲିଟେରାସୀ କ୍ଲାସରେ ଏକ ଛତୁ ଚାଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଆଁରମୁଣ୍ଡାର ପ୍ରଶିକ୍ଷିକା ଶ୍ରୀମତୀ ଜୟନ୍ତୀ ଏହି ପ୍ରଶିକ୍ଷଣ…
Read More...

ଜଙ୍ଗଲରେ ଚୋରା ମଦ ପ୍ରସ୍ତୁତି ଯୋଜନା ପଣ୍ଡ : ଚଢ଼ାଉ କରି ୩୪ ହଜାର ଲିଟର ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଙ୍ଗରପାଲି ବ୍ଲକ ପିଠାଭୁଇଁ ଜଙ୍ଗଲରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ । ଜଙ୍ଗଲ ଭିତରେ ମାଟିତଳେ ଲୁଚାଇ ରଖାଯାଇଥିବା ପ୍ରାୟ ୩୪ ହଜାର ଲିଟର ମହୁଲ ପୋଚ ଠାବ କରିଛି ସ୍ୱତନ୍ତ୍ର ଅବକାରୀ ଟିମ୍‌ । ସୂଚନା ଅନୁସାରେ, ଜଙ୍ଗଲ ଭିତରେ ଗାତ ଖୋଳି ବିପୁଳ ପରିମାଣର…
Read More...

ବଲାଙ୍ଗିର ଜିଲ୍ଲା ସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା, ବଲାଙ୍ଗିର ଠାରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାର ପ୍ରଥମ ଆଚାର୍ଯ୍ୟ ସହଦେବ ଖମାରୀ ଯୋଗ…
Read More...

ସ୍ୱର୍ଗତ ଅଶୋକ କୁମାର ସାହୁଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱର୍ଗତ ଅଶୋକ କୁମାର ସାହୁଙ୍କ ଦ୍ୱାଦଶାହ ଅବସରରେ ପଦ୍ମପୁର ଶାନ୍ତି ନଗରସ୍ଥିତ ଏକ କଲ୍ୟାଣ ମଣ୍ଡପରେ ସ୍ୱର୍ଗତ ଅରବିନ୍ଦ ସାହୁ ଫାଉଣ୍ଡେସନର ସଂଯୋଜନାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟିକ ତଥା ଶିକ୍ଷକ ସୁମନ୍ତ କୁମାର ସାହୁଙ୍କ…
Read More...

ମାଲପଡ଼ା ଗ୍ରାମରେ ଥିବା ଖେଳପଡ଼ିଆ ଜମିର ପ୍ରକୃତ ସୀମା ନିର୍ଦ୍ଧାରଣ ପାଇଁ ଯୁବଗୋଷ୍ଠୀ ତହସିଲଦାରଙ୍କ ଦ୍ୱାରସ୍ଥ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ମାଲପଡ଼ା ଗ୍ରାମରେ ଥିବା ଖେଳ ପଡ଼ିଆ ଜମିର ପ୍ରକୃତ ସୀମା ନିର୍ଦ୍ଧାରଣ ସହ ଜମି ଚିହ୍ନଟ କରାଯିବା ଦାବୀରେ ଗ୍ରାମର ଯୁବଗୋଷ୍ଠୀ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମରେ ଚିହ୍ନଟ ହୋଇଥିବା…
Read More...

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

"ସାକ୍ଷରତାର ସନ୍ଦେଶ ନେଇ ସହରରେ ଛାତ୍ରଛାତ୍ରୀଙ୍କ ସଚେତନତା ରାଲି" ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷା ଓ ସାକ୍ଷରତାର ମହତ୍ତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କନଫରେନ୍ସ ହଲ୍‌ଠାରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ…
Read More...