ପମ୍ପ ଡ୍ରାଇଭର ଓ ଏସିଏମଙ୍କୁ ପ୍ରାପ୍ୟ ପ୍ରଦାନ ଦାବି
ଲୋଇସିଂହା, (ବିମଳେନ୍ଦୁ ସାହୁ) : ନବଗଠିତ ଲୋଇସିଂହା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ବୁର୍ଡା ଓ ଲୋଇସିଂହା ଗ୍ରାମ ପଞ୍ଚାୟତରେ ପାନୀୟ ଜଳଯୋଗାଣ ତଥା ନଳକୂପ ମରାମତି ଦାୟିତ୍ୱରେ ଥିବା ଏସିଏମ୍ ଓ ପମ୍ପ ଡ୍ରାଇଭର ମାନେ ଗତ ଏପ୍ରିଲ ମାସରୁ ଦରମା ପାଇ ନ ଥିବା ଅଭିଯୋଗ ହୋଇଛି । ପୂର୍ବରୁ!-->…
Read More...
Read More...