Daily Archives

ଗାଳ୍ପିକା ମିନାକ୍ଷୀରାଣୀ ମିଶ୍ର ପାଇବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ମିନାକ୍ଷୀରାଣୀ ମିଶ୍ର ବଲାଙ୍ଗିର ଜିଲ୍ଲାର ଏକମାତ୍ର ଶିକ୍ଷକ/ଶିକ୍ଷୟିତ୍ରୀ ଭାବରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ପଞ୍ଚସଖା ଶିକ୍ଷା ସେତୁ ସଂଗଠନ
Read More...

ଦେଓଗାଁ ବନାଞ୍ଚଳରେ ହାତୀ ଆତଙ୍କ : ଯୁବକଙ୍କୁ ଦଳି ମାରିଲା ହାତୀ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଦେଓଗାଁ ବନାଞ୍ଚଳରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ଦେଓଗାଁ ଥାନା ଗାଈବାହାଲ ପଞ୍ଚାୟତ ଅନ୍ତର୍ଗତ ଜୁର୍ଲାକାନି ଫାର୍ମ ନିକଟରେ ଘଟିଛି ଏହି ଅଘଟଣ । ମୃତ ଯୁବକ ହେଲେ ଗାଈବାହାଲ ଗାଁର ଲେକୃ ବୁଦ୍ଧିଆଙ୍କ ପୁଅ ମନୁ
Read More...