ନୂଆଁଖାଇରେ ଫୁଟ୍ବଲ୍ ମ୍ୟାଚ୍ ଅନୁଷ୍ଠିତ
ବଲାଙ୍ଗିର, (କେପିଏନ୍ଏସ୍) : ବଡ଼ ଧୁମଧାମରେ ନୂଆଁଖାଇ ଖାଇ ସାରିବା ପରେ ସହର ସ୍ଥିତ ମିଶନ ପଡ଼ିଆ ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍ବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ତାଲପାଲିପଡ଼ାର ବିବାହିତ ଓ ଅବିବାହିତଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍ବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।!-->…
Read More...
Read More...