ଚବିଶ ବର୍ଷର ପ୍ରତାରଣା ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷିତ ହେଲା ଜୟପାଟଣା ସହର
ଜୟପାଟଣା, (ଶେଷଦେବ ବେହେରା) : ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆଜି ୨୮ଟି ଏନ୍ଏସି ସାତ ଗୋଟି ମ୍ୟୁନିସିପାଲଟି ଓ ଗୋଟିଏ କର୍ପୋରେସନ ଘୋଷଣା ଅବସରରେ ବହୁ ପ୍ରତିକ୍ଷିତ ଜୟପାଟଣା ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ସ୍ଵାଧୀନତାର ବହୁ ପୂର୍ବରୁ!-->…
Read More...
Read More...