ବର୍ଷା ପାଣିରେ ଉବୁଟୁବୁ ପାଟଣାଗଡ ଡାକ୍ତରଖାନା : ବିନା ବିଦ୍ୟୁତରେ ରୋଗୀ ଚିକିତ୍ସା
ପାଟଣାଗଡ଼, (ଭୋଜରାଜ ଦଣ୍ଡସେନା) : ଅସରାଏ ବର୍ଷାରେ ପାଟଣାଗଡ ଡାକ୍ତରଖାନା ଭିତରେ ଲହଡି ମାରୁଛି ପାଣି । ଏପରିକି ଜେନେରେଟର ନଥିବାରୁ ବିଦ୍ୟୁତ ବିଚ୍ଛିନ୍ନ ପରେ ଅନ୍ଧାରରେ ରୋଗୀସେବା କରିବାକୁ ବାଧ୍ୟ ହେଉଛନ୍ତି ଡାକ୍ତର । ଏହି ଡାକ୍ତରଖାନାରେ ଏହା ନିତିଦିନିଆ ଘଟଣା ହୋଇଥିଲେ ସୁଦ୍ଧା!-->…
Read More...
Read More...