Yearly Archives

2025

ଓଡ଼ିଆ ସମ୍ବାଦପତ୍ର ପାଇଁ ସ୍ୱତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ ଦାବିରେ ୧୫ରେ କୋରାପୁଟରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ଆଗାମୀ ବୈଠକ ଆସନ୍ତା ସେପ୍ଟେମ୍ବର ୧୫, ୨୦୨୫ ତାରିଖ ଦିନ ଦିବା ୧୦ ଘଟିକା ସମୟରେ କୋରାପୁଟ ସହରର ଜଗନ୍ନାଥ ମନ୍ଦିର ପରିଚାଳିତ ଅତିଥି ଭବନ ସଭା କକ୍ଷଠାରେ ଅନୁଷ୍ଠିତ ହେବ । ଏହି ସଭାରେ ଯୋଗଦେବା ନିମନ୍ତେ
Read More...

ବିଷାକ୍ତ ସାପ କାମୁଡାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବିଷାକ୍ତ ସାପ କାମୁଡାରେ ଜଣେ ମହିଳା ସରପଞ୍ଚଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମହିଳା ସରପଞ୍ଚ ଜଣକ ହେଲେ ରାୟଗଡା ସଦର ବ୍ଲକ କୁଲି ପଞ୍ଚାୟତର ମାଙ୍ଗି କାଡ୍ରାକା । ଗତକାଲି ବିଳମ୍ବିତ ରାତିରେ ମାଙ୍ଗି ନିଜ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ
Read More...

ଗନ୍ଧମାର୍ଦ୍ଦନ ପାହାଡରେ ବାଦଲ ଫଟା ବର୍ଷା, ତିନିଘଣ୍ଟା ପାଇଁ ଜନଜୀବନ ଅସ୍ତବ୍ୟସ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ରବିବାର ଅପରାହ୍ନରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ହରିଶଙ୍କର ଝରଣାରେ ହଠାତ୍ ଅପ୍ରତ୍ୟାସିତ ଭାବରେ ଝରଣା ପାଣି ବୃଦ୍ଧି ପାଇଥିଲା । ପାଣି ବୃଦ୍ଧି ଯୋଗୁଁ ଝରଣାର ଶବ୍ଦ ମଧ୍ୟ ଯୋର୍‌ରେ ହୋଇଥିଲା । କିଛି
Read More...

କଲମପୁରରେ କଂଗ୍ରେସର ସଂଗଠନ ସୃଜନ ଅଭିଯାନ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଜିଲ୍ଲାସ୍ତରୀୟ କଂଗ୍ରେସ କମିଟି ସଭାପତି ଚୟନ ପ୍ରକିୟା ଆରମ୍ଭ କରାଯାଇଛି । ଜିଲ୍ଲା ସଭାପତି ଚୟନ ନେତା ମାନଙ୍କୁ ନେଇ ଚୟନ ପ୍ରକିୟା ନକରି ପ୍ରଥମ
Read More...

୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଟ୍ରଷ୍ଟର ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ସମ୍ପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ଦ୍ୱାରା ତୃତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ରଚନା, ବୁଦ୍ଧିଜ୍ଞାନ ଓ ସଂଗୀତ ପ୍ରତିଯୋଗିତା କନ୍ଧପାଲି ସ୍ଥିତ ଅଘରିଆ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଭା
Read More...

ଆନ୍ତର୍ଜାତୀୟ ସାକ୍ଷରତା ଦିବସ

ଡେ଼ଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : "ଆନ୍ତର୍ଜାତୀୟ ସାକ୍ଷରତା ଦିବସ" ପ୍ରତିବର୍ଷ ସେପ୍ଟେମ୍ବର ୮ରେ ପାଳନ ହୁଏ । ଏହି ଦିବସ ପାଳନର ଲକ୍ଷ୍ୟ ହେଲା ସ୍ଥାନୀୟ ସମ୍ପ୍ରଦାୟ ତଥା ବିଶ୍ଵସ୍ତରରେ ସାକ୍ଷରତା ବୃଦ୍ଧି ପାଇଁ ସଚେତନତା ଜାଗ୍ରତ କରିବା । 'ସ୍କୋଲାରୋ' ପରି ସଂସ୍ଥା ଏହି ଦିବସ ପାଳନ
Read More...

ସସ୍ମିତାରାଣୀ ମିଶ୍ର ପାଇଲେ ଶ୍ରେଷ୍ଠ ରାଜ୍ୟ ଶିକ୍ଷକ ପୁରସ୍କାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପତିତପାବନ ଏକାଡେମୀ ବଲାଙ୍ଗିରରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ସସ୍ମିତାରାଣୀ ମିଶ୍ର ଚଳିତ ଥର ରାଜ୍ୟର ଶ୍ରେଷ୍ଠ ଶାରିରୀକ ଶିକ୍ଷା ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତ । ଓଡିଶା ସରକାରଙ୍କ ତରଫରୁ ରାଜ୍ୟସ୍ତରୀୟ ଗୁରୁଦିବସ
Read More...

ମଡେଲ ସିନିଅର ସିଟିଜେନ୍ ସେଣ୍ଟରରେ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ଥାନା ପରିସରରେ ଥିବା ମଡେଲ ସିନିଅର ସିଟିଜେନ୍ ହେଲ୍ପ ସେଣ୍ଟର ପରିସରରେ ନିଉ ଇଣ୍ଡିଆ ଆସୁରାନ୍ସ ଏବଂ ଏମ୍.ଡି.ଇଣ୍ଡିଆ ଟିପିଏର ମିଳିତ ସହଯୋଗରେ ରାଉରକେଲା ଆପୋଲୋ ହସ୍ପିଟାଲର ଡାକ୍ତର ଏବଂ ଟେକ୍ନିସିଆନ୍ ମାନଙ୍କ ଦ୍ଵାରା ଏକ ନିଃଶୁଳ୍କ ମେଗା
Read More...

୬ ବର୍ଷର ପୁଅର ମୃତ୍ୟୁ ପରେ ଚକ୍ଷୁଦାନ କଲେ ବାପା

ବରଗଡ଼, (ନିରୋଜ କୁମାର ପାଣୀ) : ସୌରଭ ଲୁହା ବୟସ ମାତ୍ର ୬ ବର୍ଷ । ପିତା-ଭୋଳାନାଥ ଲୁହା ମାତା ସୁରେଶ୍ଵରୀ ଲୁହା । ଘର ଏସ୍‌. ଡୁମ୍ୱେରପାଲି, ବରଗଡ଼ । ଅତ୍ୟନ୍ତ ଗରିବରୁ ଗରିବ ପରିବାର । ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ପରିବାର । ଭୋଳାନାଥଙ୍କ ଏକମାତ୍ର ପୁଅ ନାଁ ତାର ସୌରଭ । ବୟସ
Read More...

ଏସ୍‌ପିସିବି ପକ୍ଷରୁ ‘ନୀଳ ଆକାଶ ପାଇଁ ନିର୍ମଳ ବାୟୁ’ ସଂପର୍କିତ ଅନ୍ତର୍ଜାତୀୟ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ ଶାଖା, ଏନ୍‌ଆଇଟି ରାଉରକେଲା ଓ ଆର୍‌ଏମ୍‌ସିର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ‘ନୀଳ ଅକାଶ ପାଇଁ ନିର୍ମଳ ବାୟୁ’ ସଂପର୍କିତ ଅନ୍ତର୍ଜାତୀୟ ଦିବସ ସ୍ଥାନୀୟ ଏନ୍‌ଆଇଟିର ତୀର ଅଡିଟୋରିଅମ ଠାରେ
Read More...